*ଲଘୁଚାପ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତ କ୍ଷୟକ୍ଷତି ପୂରଣ ନେଇ ଖଡ଼ିଆଳ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି, ବିଶେଷ ଆର୍ଥିକ ପ୍ୟାକେଜ୍ ମଞ୍ଜୁର କରିବାକୁ ଦାବି*
ତା:୦୫.୦୮.
ଲଘୁଚାପ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଥିଲା। ଏହି ବନ୍ୟା ରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସ୍ଵତନ୍ତ୍ର ଆର୍ଥିକ ପ୍ୟାକେଜ୍ ମଞ୍ଜୁର କରିବାକୁ ଦାବି କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ ସମୟରେ ଜମିରେ ଫସଲ ଉପରେ ୨-୩ ଫୁଟ ବାଲି ପୋତି ହୋଇଯାଇଅଛି। ଯାହାକି ଚାଷ ଜମି କହିବା ସମ୍ଭବ ନୁହେଁ। । ଫଳରେ ସେହି ଜମି ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଚାଷ ହୋଇପାରିବ ନାହିଁ। ଚାଷୀ ନିଜସ୍ୱ ଉଦ୍ୟମ ରେ ଜମିରୁ ବାଲି କାଢ଼ିବା ସମ୍ଭବ ନୁହେଁ। କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ସହ ଜମିର ସମ୍ପୂର୍ଣ୍ଣ ମରାମତି ଓ ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରାଯାଉ।ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ଗୁରୁତ୍ୱପୂର୍ଣ୍ଣ ପିବ୍ଲୁଡ଼ି, ଆରଡି ଓ ଗ୍ରାମ୍ୟ ସଡ଼କ, କଲଭର୍ଟ, ଗ୍ରାମରୁ ନଦୀଘାଟ ସଡ଼କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଅଛି। ବିଶେଷ ରୂପେ ବିରିଘାଟ ଗୋଡଧା ପଦର୍ କଳଭାଟ ଭାଙ୍ଗି କଂକ୍ରିଟ ରେ ବଡ ଫାଟ ସୃଷ୍ଟି। କଲଭର୍ଟ ଆପ୍ରୋଚ୍ ଭାସିଯାଇଛି ଏବଂ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି।ସେହିପରି ବିଜୁଳି ଖୁଣ୍ଟ ଉପୁଡ଼
