, ରାସ୍ତା ମୋରଣଯନ୍ତା ପାଲଟିଛି ନାରାୟଣ ପାଟଣା ରୁ ପୋଡାପଦର ମୁଖ୍ୟ ରାସ୍ତା, କୋରାପୁଟ ଜିଲ୍ଲା ନାରାୟଣ ପାଟଣା ବ୍ଲକଅନ୍ତର୍ଗତ ପୋଡାପଦର ମୁଖ୍ୟ ରାସ୍ତାରେ ବଡ଼ ବଡ଼ ଖାଲ,ଡେପ ଯାତାୟତ ବାଦ ପ୍ରାପ୍ତ ଚାରିଚକିଆ ଆରମ୍ଭ କରି ଦୁଇ ଚକିଆ ଯାନ ବାହାନ ଚଲା ପଚଲ ବାଦ ପ୍ରାପ୍ତ କରୁଛି ନାରାୟଣ ପାଟଣା ରଥ ସ୍ଥାନ ଆରମ୍ଭ ରୁ ବଡ଼ ବଡ଼ ଖାଲ, ଡେପ ସୃଷ୍ଟି,ରାସ୍ତା ପଚ ହୋଉ ଥିବା ବେଳେ ବର୍ଷା ପାଣି ଜମା ହେଉଛି ଏହି ରାସ୍ତା ଦେଇ ସରକାରି ବାବୁ, ଗ୍ରାମ ପଞ୍ଚାୟତ ଯାତାୟାତକରନ୍ତି କାହାକୁ ଆଖିରେ ଦେଖା ଯାଉ ନାହିଁ ଫଳରେ ପ୍ରତିଦିନ ଏହି ମୁଖ୍ୟ ରାସ୍ତା ଦେଇ ଯାତାୟାତ କରୁଥିବା ଛଅଟି ଗ୍ରାମ ପଞ୍ଚାୟତ ଲୋକେ ମରଣଯନ୍ତ୍ରଣା, ଲୋକ ଗନ୍ତବ୍ୟସ୍ଥାଲ ପହଞ୍ଚଛନ୍ତି ସ୍ଥାନୀୟ ଲୋକ ଙ୍କ ଅଭିଯାଗ ଅନୁସାରେ ଦୂରବସ୍ତା ଆହୁରି ସଚନୀୟ ରୂପ ଖାଲ ଡେପ ପାଣି ଜମା ରହୁଥିବା ରୁ ରାସ୍ତା ଦୁଇ ଚକିଆ ହୋନ୍ତସନ୍ତରେ ଯାତାୟାତ କରନ୍ତି ଲୋକେ ସନ୍ତୁଲନତା ,ଦୁର୍ଘଟଣା ହେବା ପୂର୍ବରୁ ରାସ୍ତା ମରାମତି କରାଯିବା କୁ,ଛଅଟି ଗ୍ରାମ ପଂଚାୟତ ଙ୍କର ଲୋକ ସ୍ଥାନୀୟ ଲୋକଙ୍କ ମିଶି ରାସ୍ତା ମଝି ଖାଲ ଡେପ ମରାମତିଅତି ଶୀଘ୍ର ହେବା କୁ ଦାବି କରୁଛନ୍ତି କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
