
କୋକସରା (ମଣ୍ଟୁ ପାଣିଗ୍ରାହୀ) : ମାଝୀଗୁଡା ମହାତ୍ମା ଗାନ୍ଧୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବଜ୍ରପାତ ସମ୍ବଦନ୍ଧୀୟ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ବିଦ୍ୟୋଳୟରେ ପ୍ରଧାନ ଶିଷକ ପ୍ରଦୀପ୍ତ କିଶୋର ଦାସ ସବାପତିତ୍ବ କରିଥିଲେ। ଅବସରପ୍ରାପ୍ତ ଶିଷତ ସୁଧୀର ରଞୀନ ପଣ୍ଡା ଯୋଗଦେଇ ଛ।ତ୍ରଛତ୍ର।ଙ୍କୁ ବଜ୍ରପାତରୁ ନିଜେ ତଥା ଅନ୍ୟମାଙ୍କୁ କିପରି ସୁରଷା ଦିଆ ଯାଇପାରିବ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରତାପ ଚନ୍ଦ୍ର ମହାନ୍ତି ଓ ଶିଷକ ମୃତୁଞାୟ ପଣ୍ଡା ଆପତକାଳୀନ ଜୀବନ ସୁନଷା ସମ୍ବନ୍ଧୀୟ ବିଭିନ୍ନ କଳାକୈଶକ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥିଲେ।