*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅର୍ନ୍ତଗତ ତୁକଲା ଗ୍ରାମ ଠାରେ ଗାୟତ୍ରୀ ମନ୍ଦିର, କୁମ୍ଭ ଭରଣ ଉତ୍ସବ ପାଳିତ*
ନୂଆପଡା(ମିଖାଏଲ ନନ୍ଦ) ତା:୨୦.୦୭.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମ ଠାରେ ଗାୟତ୍ରୀ ମନ୍ଦିର, କୁମ୍ଭ ଭରଣ ଉତ୍ସବ ପାଳିତ ହୋଇଯାଇଅଛି। ଏହି ଉତ୍ସବ ରେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଓ ଆଧ୍ୟାତ୍ମିକ ପରିବେଶ ରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଶାନ୍ତି, ସମୃଦ୍ଧି ମୈତ୍ରୀର ବାର୍ତ୍ତା ଜାଗ୍ରତ ହେବା ପାଇଁ ଆହ୍ୱାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆଳ ସମାଜସେବୀ ବିନୋଦ ବିହାରୀ ପାଢ଼ୀ, ଅକ୍ଷୟ ନନ୍ଦ ପ୍ରମୁଖ ଯୋଗ ଦେଇଥିବା ବେଳେ ସୁବାସ ଦାସ, ଯଯାତି କେଶରୀ ମେହେର କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ । ଆଜି ହାରା ପଞ୍ଚମୀ ତିଥିରେ ରେ ବେଦ ମାତା ଗାୟତ୍ରୀଙ୍କୁ ମନ୍ଦିର ସହିତ ମହାକାଲ ଏବଂ ରାଧାକୃଷ୍ଣ ମନ୍ଦିର କୁମ୍ଭ ଭରଣ ହୋଇଅଛି।
