ନିରୁଦ୍ଧିଷ୍ଠ ବାଳକର ସୂଚନା
ରିପୋର୍ଟ – ନିରୋଜ କୁମାର ସେଠୀ
ଭୁବନେଶ୍ବର ପ୍ରୀୟଶୁ ଶେଖର ବେହେରା ପିତା – ଶ୍ରୀ ନିର୍ମଳ ଚନ୍ଦ୍ର ବେହେରା,ବୟସ-15 ବାସସ୍ଥାନ – ଭୋଇସାହି, ବରମୁଣ୍ଡା ବସଷ୍ଟାଣ୍ଡ ପାଖ ଗତ ତା-30/06/2026 ରିଖ ମଙ୍ଗଳବାର ସନ୍ଧ୍ୟା 7 ଘଟିକା ସମୟରେ କେଉଁ ଆଡେ ନିଖୋଜ ଅଛନ୍ତି। ଯଦି କୋୖଣସି ସହୃଦୟ ବ୍ୟକ୍ତିଙ୍କ ନଜରକୁ ଆସନ୍ତି ତେବେ ନିମ୍ନ ଲିଖିତ ମୋବିଇଲି ନଂ ରେ ଯୋଗାଯୋଗ କରିପାରନ୍ତି।
9437050681/9692644822/99381430681, ଖୋଜିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ।
