କୋରାପୁଟ
ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ l
ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ଆଜି ଅlନ୍ତର୍ଜାତୀୟ ଯୋଗ ଦିବସ ଜିଲ୍ଲା ପ୍ରଶାସନ ଦ୍ୱାରା ପାଳିତ ଏଥିରେ ସାତ ଶହ ରୁ ଉର୍ଦ୍ଧ ପ୍ରତିଯୋଗୀ ଏଥିରେ ସାମିଲ ହୋଇଥିବା କୋରାପୁଟ ବିଧାୟକ ରଘୁରାମ ମାଛ ମୂଖ୍ୟ ଅତିଥି ଭାବେ ଯୋଗଦେଇ କାଯ୍ୟକ୍ରମ କୁ ଉଦଘାଟନ କରିଥିବା ବେଳେ କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ସିଡିଓ ବେଣୁଧର ଶବର ଜ୍ଞାନଜିତ ତ୍ରିପାଠୀ ଏଡି ଏମ ତପନ ନାୟକ ବିଜେପି ଜିଲ୍ଲା ସଭାପତି ଶିଵ ମୁଦୁଲି ସବିତା ପଟନାୟକ ୟାଇ ସତ୍ୟନାରାୟଣ ନୁପେନ୍ଦ୍ର ବାଘ ଲଲାଟ ରଞ୍ଜନ ସେଠି ସମେତ ଅନ୍ୟ ନିମନ୍ତ୍ରିତ ଅତିଥି ଛାତ୍ର ଛାତ୍ରୀ ଯୋଗଦେଇ ଥିବାବେଳେ ଯୋଗ ସମିତିକୋରାପୁଟ ର ଯୋଗଗୁରୁ ସୁଭାଷ ସ୍ୱାଇଁ ପ୍ରହ୍ଲାଦ ସାହୁ ଆଲୋକ କୁମାର ପାଣି ବିଭିନ୍ନ ପ୍ରକାର ଯୋଗ ପ୍ରାଣାୟାମ ଆସନ ପ୍ରଭୁତି ଶିଖାଇ ଥିଲେ ଓ ଶେଷରେ ଏକ ଶପଥ ପାଠ ଅନୁଷ୍ଠିତ ହୋଇ ଥିଲା l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
