୩୦/୦୫/୨୬Bhubaneswar (SIR )ସ୍ଵତନ୍ତ୍ର ସଘନ ସଂଶୋଧନ ର କାର୍ଯ୍ୟକ୍ରମ ସମ୍ବନ୍ଧରେ ଚନ୍ଦ୍ରଶେଖରପୁର ସାକ୍ଷ୍ୟ କନଭେନସନ ଠାରେ ଉତ୍ତର ଭୁବନେଶ୍ଵର ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃତ୍ବ ମାନଙ୍କ ଉପସ୍ଥିତିରେ ଆୟୋଜିତ ସଂଗଠନାତ୍ମକ ବୈଠକରେ ମାନ୍ୟବର ସାଂସଦ Aparajita Sarangi ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ Priyadarshi Mishra ଓ ଜିଲ୍ଲା ସଭାପତି Nirajan Mishra ସମେତ ଯୋଗଦେଇ ଥିଲେ
