*ପଣ୍ଡିତ ଦୀନଦୟାଲ ଉପାଧ୍ୟେୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର ଉଦଯାପିତ*
ନୂଆପଡା( ମିଖାଏଲ ନନ୍ଦ)
ତ:୨୬.୦୫.
ନୂଆପଡ଼ା ଜିଲ୍ଲା ସୀମାନ୍ତ ଖରୀଆର ରୋଡ ନିକଟସ୍ଥ ଟେମରି ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟେୟ କର୍ମକର୍ତ୍ତା ପ୍ରଶିକ୍ଷଣ ଶିବିର କୁ ଆଜି ଓଡ଼ିଶା ପଞ୍ଚାୟତି ରାଜ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଉଦଯାପିତ କରିଛନ୍ତି। ଶିବିର ରେ ପାର୍ଟି ଏବଂ ମାଟି ପାଇଁ ସମର୍ପଣ ଭାବରେ କାର୍ଯ୍ୟ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାର୍ତ୍ତାକୁ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ଆହ୍ୱାନ କରିଛନ୍ତି।ଶିବିର ରେ ରାଜ୍ୟ ସ୍ଥାୟୀ କାର୍ଯ୍ୟକାରୀ ସଦସ୍ୟ ବସନ୍ତ କୁମାର ପଣ୍ଡା, ବିଧାୟକ ଜୟ ଢୋଲକିଆ, ଯୋଗ ଦେଇଥିବା ବେଳେ ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ଅଧ୍ୟକ୍ଷତା କରିଥିଲେ। ଶିବିରାର୍ଥୀମାନେ ସାମିଲ ହୋଇ ଦଳ ପାଇଁ ନିଜ କର୍ତ୍ତବ୍ୟ ଏବଂ ନିଷ୍ଠା ରେ କାମ କରିବାକୁ ଆହ୍ୱାନ ।
