ସାମ୍ବାଦିକ ଙ୍କ ମାତୃ ବିୟୋଗ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରେ ଦର୍ଶନ ଖବର କାଗଜରେ ନିଯୁକ୍ତ ପ୍ରତିନିଧି ଇନସ ସ୍ୱାଲସିଂ ଙ୍କ ୬୩ ବର୍ଷୀୟା ମାତୃ ନାଇ ନନ୍ଦିନୀ ସ୍ୱାଲସିଂ ଙ୍କ ବିୟୋଗ ହୋଇ ଯାଇଛି। ସେ ଶାରୀରିକ ରୋଗ ଗ୍ରସ୍ତ ହୋଇ ରହିଥିବା ବେଳେ ଆଜି ତାଙ୍କର ହୃଦ୍ ଘାତ ଯୋଗୁଁ ଦେହାନ୍ତ ହୋଇ ଯାଇଛି। ମୃତ୍ୟୁ ବେଳେ ସମସ୍ତ ପରିବାର ପାଖରେ ରହିଥିବା ବେଳେ ଖ୍ରୀଷ୍ଟ ସମ୍ପ୍ରଦାୟ ଅନୁଯାୟୀ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି।
