ମଞ୍ଚ ଅଭିନନ୍ଦନ
ଜଳ ଅଛି ତେବେ ଜୀବନ ଅଛି
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଆଜି ତାରିଖ 17 ମେ 2026 (ରବିବାର) ରେ ମାରୱାଡ଼ୀ ଯୁବା ମଞ୍ଚ ଭବାନୀପାଟଣା ଶାଖା ପକ୍ଷରୁ ସ୍ଥାନୀୟ ମୁଖ୍ୟ ଚିକିତ୍ସାଳୟ (District Headquarter Hospital Bhawanipatna)ର Maternity And Child Health Centre ର 3ଟି ତଳରେ 3ଟି ନୂତନ ଅମୃତଧାରାର ଉଦ୍ଘାଟନ କରାଯାଇଛି ।
ଏହି ଅମୃତଧାରା ଶ୍ରୀ ଜଗଦୀଶ ପ୍ରସାଦ ଗୁପ୍ତା ଜୀ ଏବଂ ତାଙ୍କ ଧର୍ମପତ୍ନୀ ମୀନା ଦେବୀ ଗୁପ୍ତାଙ୍କ ଦ୍ୱାରା ତାଙ୍କ ସ୍ୱର୍ଗତ ପିତା ଏବଂ ମାତାଙ୍କ ପୁଣ୍ୟ ସ୍ମୃତିରେ ମଞ୍ଚକୁ ପ୍ରଦାନ କରାଯାଇଛି ।
ଉଦ୍ଘାଟନ ସମୟରେ D.M.O Dr. ବନୀ ଶ୍ରୀ ପାଢ଼ୀ ଜୀ ତାଙ୍କର ଅମୂଲ୍ୟ ସମୟ ଦେଇଥିଲେ । ସେଥିପାଇଁ ମାରୱାଡ଼ୀ ସମ୍ମିଳନୀ, ମାରୱାଡ଼ୀ ମହିଳା ସମିତି, ଜାଗୃତି ଶାଖା ଏବଂ ଯୁବା ମଞ୍ଚର ଅନେକ ଯୁବ ସାଥୀମାନେ ଉପସ୍ଥିତ ଥିଲେ ।
ଧନ୍ୟବାଦ
ଯୁବା ସୌରଭ ଗୁପ୍ତା
ଯୁବା କମଳ ଅଗ୍ରୱାଲ
(ଅମୃତଧାରା ସଂଯୋଜକ)
ଯୁବା ମନୀଷ ଶର୍ମା (ଅଧ୍ୟକ୍ଷ)
ଯୁବା ତରୁଣ ଅଗ୍ରୱାଲ (ସଚିବ)
ଯୁବା ଓମ ପ୍ରକାଶ ଅଗ୍ରୱାଲ (କୋଷାଧ୍ୟକ୍ଷ)
ଭବାନୀପାଟଣା ଶାଖା
