ଲିମ୍ୱ ଗଛରେ ଝୁଲୁଛି ଯୁବତିଙ୍କ ମୃତ ଦେହ
ଅନୁଗୋଳ ଜିଲ୍ଲା ରେଙ୍ଗାଳି ଥାନା ପୁରୁଣା ଚେକ୍ ଗେଟ୍ ନିକଟରେ ଥିବା ଏକ ଲୀମ୍ୱଗଛ ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀ ଙ୍କ ମୃତ ଦେହ ଘଟଣା ଟି ସ୍ଥାନୀୟ ଅଞ୍ଚଳ ଲୋକଙ୍କ ମନରେ ଚାଞ୍ଚାଲ୍ୟ ସୃଷ୍ଟି କରିଛି ।ଏହା ପ୍ରେମ ଜନିତ। ବୋଲି ସାଧାରଣରେ ସନ୍ଦେହ କରାଯାଉଛି । ଘଟଣା ସ୍ତଳରେ ପୋଲିସ ଅଧିକାରୀ ତଦନ୍ତ ଜାରି ରହିଛି । ତାଳଚେର ବ୍ଲକ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୁତ ଖବର (ପୋର୍ଟାଲ ନିୟୁଜ)
