ପ୍ରେମିକ ମା ସହିତ ଝିଅ କୁ ବି ଛାଡିଲା ନାହିଁ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଳରାମପୁର ଗ୍ରାମ ରେ ପୁଣି ଏକ ଲାଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି,
ଝିଅ ଟି ର ପିତା ଙ୍କ ଦେହାନ୍ତ ପରେ ତାର ମା ଅନ୍ୟ ଏକ ପୁରୁଷ ବନ୍ଧୁ ଙ୍କ ସହିତ ଦୀର୍ଘ ଦିନ ଧରି ଶାରୀରିକ ସମ୍ପର୍କ ରଖି ଆସୁଛନ୍ତି,ଘରେ କେହି ନଥିବା ସମୟ ରେ ସେହି ପୁରୁଷ ଜଣକ ଝିଅ ଟିକୁ ଏକାକୀ ପାଇ ଝିଅ ସହ ଦୁଷ୍କର୍ମ କରିବାସମୟରେ ଝିଅ ଟି ଚିତ୍କାର କରି ଭୟରେ ଦୌଡ଼ି ଗ୍ରାମ ର ଆଶା ଦିଦି ଙ୍କ ସରଣାଗତ ହୋଇ ସମସ୍ତ ଘଟଣା ବିଷୟରେ ଅବଗତ କରାଇ ଥିଲା,ଝିଅ ଟି ଭୟ ଭିତ ହୋଇ ନିଜଘର କୁ ଯିବାକୁ ମନା କରିବାରୁ ଆଶା ଦିଦି ଝିଅ ଟିକୁ ବୁଝାସୁଝା କରି ନିଜ ପାଖରେ ଆଶ୍ରୟ ଦେଇଥିଲେ,ଘଟଣା ର ପରଦିନ ବିଶ୍ଵ ୟୁବ କେନ୍ଦ୍ର ର କାଉନସିଲ ମନସ୍ମିତା ନାୟକ,କୁମୁଦିନୀ ସ୍ୱାଇଁ ଏବଂ ସଦର ପୋଲିସ ସହାୟତା ରେ ଝିଅ ଟିକୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରିଥିଲେ
