କେଡେ ଅବହେଳା ବିଦୁତ ବିଭାଗ ।
ତାଳଚେର ଥର୍ମାଲ ପାୱାର
ପ୍ଲାଣ୍ଟ ପାଚେରୀ କଡରେ ଜଗନ୍ନାଥ ପୁର ମୁଖ୍ୟ ରାସ୍ତା ନିକଟରେ ବସିଥିବା ଟ୍ରାନ୍ସଫର ଟିକୁ ଭଲ ଭାବରେ ନଜର ପକାନ୍ତୁ । କୌଣସି ମୁହର୍ତ୍ତରେ କଣ ଘଟିବ ଆପଣ କଳ୍ପନା ବି କରି ପାରିବେ ନାହିଁ । କାରଣ
ତିନି ଫୁଟ ଉଚ୍ଚତାରେ ରହିଛି ଏଗାର କେଭି ବିଦ୍ୟୁତ୍ ତାର ବ୍ରାକେଟ ନାହିଁ । କିନ୍ତୁ ଗ୍ରାମ ବସୀଙ୍କ ଆଖି ଆଗରେ ଥାଇ କାହାର ନଜର ନାହିଁ । ଏଥିପ୍ରତି ଟା ଟା କତୃପକ୍ଷଙ୍କୁ ବିଶେଷ ଭାବରେ ଅନୁରୋଧ ଏଥିପ୍ରତି ସଚେତନ ରହି ଏହାର ପଦକ୍ଷୋପ ନିଅନ୍ତୁ ଏବଂ ବ୍ରାକେଟ କରିବାରେ ମଧ୍ୟ ଧ୍ୟାନ ଦିଅନ୍ତୁ ବୋଲି କହିଛନ୍ତି। ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତ୍ତିବାସ ନାୟକଙ୍କ ରିପୋର୍ଟ ଭାଞ୍ଜ ଦୁତ ଖବର
