କୃତ୍ତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
କଣିହାଁ ବ୍ଲକ ଅନ୍ତର୍ଗତ ହରିହରପୁର ଗ୍ରାମ ପଞ୍ଚୟତ ନିକଟସ୍ତ ଦୁମୁଦୁମା ଗ୍ରାମର ଗଙ୍ଗାଧର ଶତପଥୀ /କୃଷ୍ଣପ୍ରୀୟ ଶତପଥୀଙ୍କ ପୁତ୍ର ପ୍ରଣବ ଶତପଥୀ ତୁମର ଏହି ସାଧାରଣ ସଫଳତା ପାଇଁ ଅନେକ ଅନେକ ଶୁଭେଚ୍ଛା ।
ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ୬୦୦ରୁ୫୪୭ ନମ୍ବର ରଖି A1ଗ୍ରେଡ ପାଇ ତୁମେ କେବଳ ନିଜ ପାଇଁ ନୁହେଁ ବରଂ ତୁମ ପରିବାର ଓ ତୁମ ବିଦ୍ୟାଳୟ ପାଇଁ ଗର୍ବ ଆଉ ଗୌରବ ଅର୍ଜନ କରିଛ ।
ତୁମର କଠିନ ପରିଶ୍ରମ ଏବଂ ନିଷ୍ଟାର ଫଳ ଆଜି ତୁମକୁ ଶ୍ରିଷରେ ପହଞ୍ଚାଇଛି ।
ତୁମେ ପ୍ରମାଣ କରି ଦେଲ ଯେ ଚେଷ୍ଟା କଲେ ସବୁ କିଛି ସମ୍ଭବ
ତୁମର ଭବିଷ୍ୟତ ଉଜ୍ଜଳ ହେଉ
ଏହା ତୁମ ବିଦ୍ୟାଳୟର ପ୍ରଧାନ ଚାର୍ଯ୍ୟ ଶ୍ରୀଯୁକ୍ତ ମାୟାଧର ସାହୁ
ପର୍ଯ୍ୟାୟ ପ୍ରମୁଖ ଶ୍ରୀଯୁକ୍ତ ବିଦ୍ୟାଧର ପ୍ରଧାନ
ସହଯୋଗୀ ପ୍ରସନ୍ନ କୁମାର ସାହୁ, ଅର୍ପିତା ପ୍ରଧାନ, ତପସ୍ଵନି ସାହୁ ଏହା ହିଁ ଗୁରୁଜୀ ଗୁରୁମାଙ୍କ ଆଶ୍ରୀବାଦ ତୁମ ଉପରେ ।
