*କୌଶଳ ସଂଘର୍ଷ ବାହିନୀ ଦ୍ୱାରା ରାସ୍ତା ଓ ତୁରକେଲ ପୋଲ ନିର୍ମାଣ ପାଇଁ ଦାବି ପତ୍ର*।
ନୂଆପଡା( ମିଖାଏଲ ନନ୍ଦ)
ତା ୫/୦୫
ନୂଆପଡା ଜିଲ୍ଲା ଖଡ଼ିଆଳ ରେ କୌଶଳ ସଂଘର୍ଷ ବାହିନୀ ତରଫରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଖଡ଼ିଆଳ ତହସିଲଦାର ଙ୍କୁ ଦିଆଗଲା। ସେହି ଦାବିପତ୍ର ଦେବାରେ ସମସ୍ତେ ଏକତ୍ରିତ ହୋଇ ଥିଲେ ସେମାନେ ହେଲେ (୧)କେଶବ ଚନ୍ଦ୍ର ବେହେରା -ସଭାପତି କୋଶଲ୍ ସଂଘର୍ଷ ବାହିନୀ ନୂଆପଡ଼ା ଜିଲ୍ଲା (୨) ଜନାର୍ଦ୍ଦନ ସିଂ -ସାଧାରଣ ସଂପାଦକ କୋଶଲ୍ ରାଜ୍ୟ ମୁକ୍ତି ମୋର୍ଚ୍ଚା (୩) ଚୈତନ୍ୟ ତାଣ୍ଡି -ସଭାପତି ଖଡ଼ିଆଳ ବ୍ଲକ,(୪)ଟିକଚନ ଆଡବଙ୍ଗ-ସଭାପତି କୋମନା ବ୍ଲକ (୫)ଶ୍ୟାମ ସୁନ୍ଦର ବେହେରା-ସଭାପତି ବୋଡ଼େନ ବ୍ଲକ,((୬) ହେମସାଗର ମାଝୀ ସଂମ୍ପାଦକ -ଖଡିଆଳ ବ୍ଲକ(୭) ସିପୁନ ଖମାରୀ -ସାଧାରଣ ସମ୍ପାଦକ କୋଶଲ୍ ରାଜ୍ୟ ମୁକ୍ତି ମୋର୍ଚ୍ଚା,(୮)ଯୁଗଲ ମେହେର -ସାଙ୍ଗଠନିକ ସଂପାଦକ କୋଶଲ ରାଜ୍ୟ ମୁକ୍ତି ମୋର୍ଚ୍ଚା,(୯)ଜିତୁ ନାଏକ- ସାଙ୍ଗଠନିକ ସମ୍ପାଦକ କୋଶଲ୍ ରାଜ୍ୟ ମୁକ୍ତି ମୋର୍ଚ୍ଚା,(୧୦) ଥବିରାମ ବେହେରା ବୋଡ଼େନ ବ୍ଲକ ଉପସଭାପତି (୧୨) ପ୍ରଦୀପ ବେହେରା – ସଭାପତି ବିଧାନସଭା ଯୁବ କଂଗ୍ରେସ ଖଡ଼ିଆଳ,(୧୩) ଚୂଡ଼ାମଣି ବାଗ-କଂଗ୍ରେସ କର୍ମି
ସମସ୍ତେ ମିଶି ତହସିଲଦାର ଙ୍କୁ ସାକ୍ଷାତ କରି ଥିଲେ।
