ଛାତ୍ର ଛାତ୍ରୀ ଙ୍କ ପାଇ ମରଣା ଯନ୍ତା ହୋଇଛି ପ୍ରଧାନ ମନ୍ତ୍ରୀ ସଡ଼କ l
————–
(ଭଞ୍ଜଦୂତ ବ୍ୟୁର ପରଦେଶୀ ଶଗରିଆ)
ନବରଙ୍ଗପୁର-ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ କଙ୍ଗରା ଯାନୀ ସାହି ଠାରୁ କନ୍ଧଗୁଡା (କଙ୍ଗରା ଆଦର୍ଶ ବିଦ୍ୟାଳୟ)l
ପ୍ରଧାନ ମନ୍ତ୍ରୀ ସଡ଼କ 2.930 ମାଇଲ କରାଯାଇଥିଲା l
ପାଞ୍ଚ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୁର୍ନର ନିର୍ମାଣ କରାଯାଉନାହିଁ lଏହି ସଡ଼କ ନିର୍ମାଣ ଦିନରୁ କଙ୍ଗରା ଗ୍ରାମର କିଚି ବୁଦ୍ଧି ଯିବି ବିରୋଧ କରିଥିଲେ ମଧ୍ୟ କଣ୍ଟ୍ରାକଟର ନିର୍ନ ମାନର କାମ କରିବାକୁ ପଛେଇନଥିଲେ lଯାହା ଫଳରେ ଗୋଟିଏ ବର୍ଷ ମଧ୍ୟରେ ପିଚୁ ଉଡ଼ିଯାଥିଲା lଆଜିକୁ ପାଞ୍ଚ ବର୍ଷ ବିତିଯାଇଛି ଏହି ପ୍ରଧାନ ମନ୍ତ୍ରୀ ସଡ଼କ ତାର ଅବସ୍ଥା କଣ ହୋଇନଥିବ ଭାବି କି ଦେଖ lଏହି ରାସ୍ତା ଦେଇକି ଜାମ୍ବ ଗୁଡା କଙ୍ଗରା,ଜାନିଗୁଡା,ଦୁଃଖୁଗୁଡା,ଓଲମା,ଲୋକଡିପଲା,ବଣ୍ଡାହରିଆ ଗୁଡା ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ସ୍କୁଲ ଯିବା ଆସିବା କରନ୍ତି l ତାହା ସହ କଙ୍ଗରା ପଞ୍ଚାୟତର ଆଠ ଖଣ୍ଡ ଗ୍ରାମ ବାସି ଏହି ରାସ୍ତା ଦେଇକି ତେନ୍ତୁଳୀଖୁଣ୍ଟି ବ୍ଲକକୁ ଯାନ୍ତି ଶହ ଶହ ଲୋକ lଏହି ପ୍ରଧାନ ମନ୍ତ୍ରୀ ରାସ୍ତା ଦେଇକି ଲକ୍ଷ୍ମୀ ବସ ଚୋଳା ଚୋଳ କରୁଥିଲା lଛାତ୍ର ଛାତ୍ରୀ ଙ୍କ ସ୍କୁଲ ଯିବା ଆସିବା ସମୟ ଠିକ ଠାକରେ ବସ ଚାଲୁଥିଲା lଗୋତ ତିନି ମାସ ରୁ ଉର୍ଦ୍ଧ ହେଲାଣି ଲକ୍ଷ୍ମୀ ବସ ଏହି ରାସ୍ତାରେ ଆଉ ଯିବା ଆସିବା କରୁନାହିଁ l କାରଣ ରାସ୍ତା ଏତେ ପରିମାଣରେ ଖରାପ ହୋଇପଡିଛି ଯେ ବଡ଼ ଗାଡ଼ି ଯିବା ଆସିବା କୁ ଭୟ କରୁଛନ୍ତି lବାଇକ ଚାଳକ ଙ୍କ ପାଇଁ କେତେ କୋଷ୍ଟ l ରାସ୍ତା ଏତେ ପରିମାଣ ରେ ଖରାପ ହୋଇଛି ଯେ ପିଚୁ କୋଣ ରହିବ ପଥୋର ବାହାରି ରାସ୍ତାର ଚାରି ଆଡେ ବିଞ୍ଚଇ ହୋଇଛି lଏହି ରାସ୍ତା ଦେଇକି ତେନ୍ତୁଳୀଖୁଣ୍ଟି ବ୍ଲକ ଅଦକ୍ଷା ମଧ୍ୟ ଯିବା ଆସିବା କରନ୍ତି l
ଦୟା ପୂର୍ବକ ସ୍କୁଲ ଖୋଲିବା ପୂର୍ବ ରୁ ଏହି ପ୍ରଧାନ ମନ୍ତ୍ରୀ ସଡ଼କ କୁ ପୁର୍ନରବାର ପିଚୁ ପକାଯାଉ l
ମାନ୍ୟବର ମୁଖ୍ୟ ମନ୍ତ୍ରୀ ଶ୍ରୀ ମହାନ ଚରଣ ମାଝୀ ସମେତ ନବରଙ୍ଗପୁର ସାଂସଦ ବିଧାୟକ ଙ୍କୁ ବିନତି କରୁଛି ଭଞ୍ଜଦୂତ ଖବର କାଗଜ l
