*ଚେତନା ସାମାଜିକ ଅନୁଷ୍ଠାନ ତରଫରୁ ବାର୍ଷିକ ଉତ୍ସବ ତଥା ସାଂସ୍କୃତିକ ଲୋକ ମସହୋତ୍ସବ ର ଆୟୋଜନ।*
ନୂଆପଡା(ମିଖାଏଲ ନନ୍ଦ)
ଗତ 2/5/26 ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ଠାରେ ଚେତନା ସାମାଜିକ ଅନୁଷ୍ଠାନ ତର୍ ଫରୁ ବାର୍ଷିକ ଉତ୍ସବ ତଥା ସାଂସ୍କୃତିକ ଲୋକ ମସହୋତ୍ସବ ର ଆୟୋଜନ କରାଯାଇଥିଲା. ଏହି ଲୋକ ମସହୋତ୍ସବ ରେ ଅଂଚଳର ଶତାଧିକ ଲୋକ ତଥା ମାନ୍ୟଗନ ଅତିଥି ଓଁ କଳାକାର ମାନେ ଅଂଶଗ୍ରହଣ କରିଥିଲେ. ଏହି ସ୍ରମାରୋହ କୁ ଚେତନା ଅନୁଷ୍ଠାନ ର ଅଧ୍ୟାକ୍ଷା ବିଦ୍ୟୁତ ପ୍ରଭା ମେହେର ଉଦଘାଟନ କରିଥିଲା ବେଳେ ସମ୍ପାଦକ ବାର୍ଷିକ ବିବାରଣୀ ପାଠ କରି ସାମାଜିକ ମୂଲ୍ୟବୋଧ ତଥା ଲୋକ ସାଂସ୍କୃତିକ ଓ ପରମ୍ପରା ଶୀର୍ଷକ ଆଲୋଚନା କରାଯାଇଥିଲା. ବୈଠକ ରେ ଅନ୍ୟତମ ଅତିଥି ଅମିଲ ପଟେଲ ତାଙ୍କ ଅଭିଭାଷଣ ରେ ଆମ ଗ୍ରାମାଞ୍ଚଳ ସାଂସ୍କୃତିକ ଓଡ଼ିଆ ଭାଷା ତଥା ଚଳଣି ଉପରେ ବ୍ୟକ୍ତ ବ୍ୟ ପ୍ରଦାନ କରିଥିଲେ. ଏହି ସଭା ରେ କଳାକାର ମାନଙ୍କ ଦ୍ଵାରା କଳା ପରିବେଷଣ କରାଯାଇଥିଲା. ଆଜିର ଏହି କାର୍ଯ୍ୟକ୍ରମ ଟି ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ ସୌଜନ୍ୟ ରେ ଆୟୋଜନ୍ ହୋଇଥିଲା. ସଭାଶେଷ ରେ ସଭା ପରିଚାଳନା ସହ ଉପସ୍ଥିତ ଜନ ସାଧାରଣ ଙ୍କୁ ମିଙ୍କେତ୍ତନ ପ୍ରଧାନ ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ସହ ସଭା ପରିସମାପ୍ତି ଘୋଷଣା karithile
