ଭାରଶ୍ୟାମ ହରାଇ ଗଛରେ ପିଟିଲା ଟ୍ରକ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ କପିଳାସ ପଟୁ ଢେଙ୍କାନାଳ ଯାଉଥିବା ସମୟରେ କାଇମାଟି ତାରିଣୀ ପୀଠ ଟ୍ରନିକ ଠାରେ ଭାରଶ୍ୟାମ ହରାଇ OD16C 4549ନମ୍ବର ଟ୍ରକଟି ରାସ୍ତାର ବାମପଟେ ଏକ ଗଛରେ ପିଟିଥିଲା ଗାଦିର ସ୍ପିଡି ଏତେ ଅଧିକ ଥିଲାଯେ ଗାଡିଟି ଗଛଉପରେ ଚଢି ଯିବାରୁ ଗଛଟି ଉପୁଡି ପଡିଥିଲା l ଭାଗ୍ୟ ଭଲ ସେ ସମୟରେ ସୂର୍ଯ୍ୟ ଙ୍କର ଉତ୍ତାପ ଅତ୍ୟଧିକ ହୋଇଥିବାରୁ ଲୋକଙ୍କର ଯାତାୟାତ ବହୁତ କମ୍ ଥିଲା ତେଣୁ ବହୁତ ବଡ ଦୁର୍ଘଟଣାରୁ ଟଳିଗଲା l ଗାଦିର ଡ୍ରାଇଭର ବ୍ୟତୀତ ଗାଡ଼ିରେ ଅନ୍ୟ କେହି ବ୍ୟକ୍ତି ନଥିଲେ l ଡ୍ରାଇଭର ଭୟରେ ଗାଡ଼ିରୁ ଉଲ୍ଲାଇ ଦୌଡ଼ି ପଳାଇ ଯାଇଥିଲା l ଗାଦିର ମାଲିକ ବିଷୟରେ କଛି ଜଣାପଡ଼ିନାହିଁ l
