ମୋର ନୂତନ ନାତିର ନାମ କରଣ ଉତ୍ସବ ପାଳିତ ହେଇଯାଇଛି ।
ତାଳଚେର ବ୍ଲକ ଅନ୍ତର୍ଗତ ବ୍ରଜନାଥପୂର ଗ୍ରାମ ପଞ୍ଚାୟତ ନିକଟସ୍ତ ରଘନାଥପୁର ଗ୍ରାମର ଶ୍ରଯୁକ୍ତ ପଦ୍ମଲୋଚନ ନାୟକଙ୍କ ବଡ଼ ପୁତ୍ର ବାପିଙ୍କର ଦ୍ୱିତୀୟ ପୁତ୍ର ନବଜାତ ଶିଶୁର ଏକୋଶିଆ ଧୂମଧାମରେ ପାଳନ କରିବା ଅବସରରେ ସଞ୍ଜୟ କୁମାର ଜାଲ ସମାଜ ସେବକ ଯୋଗ ଦେଇ ଅନୁଷ୍ଠାନକୁ ଉତ୍ସହିତ କରିଥିଲେ । ଏହି ସଙ୍କୀର୍ତ୍ତନ ମଣ୍ଡଳୀର ମେନେଜର ଶ୍ରୀଯୁକ୍ତ ପାଣୁ ବେହେରା ସୁନ୍ଦର ଭାବରେ ପରିଚାଳନା କରିଥିଲେ ।
ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକରୁ କୃତିବାସ ନାୟକଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
