*ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ଚଳିତ ସିବିଏସଇ ପରୀକ୍ଷା ରେ ଆରୁସି ଶୁକ୍ଳା ଟପର ହୋଇଥିବା ବେଳେ ୯୮.୨% ପ୍ରତିଶତ ମାର୍କ ରଖି ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି*
ନୂଆପଡା(ମିଖାଏଲ ନନ୍ଦ)
ଟ:୧୫.୦୪.
ନୂଆପଡ଼ା ଜିଲ୍ଲା ଖଡ଼ିଆଳ କେନ୍ଦ୍ରୀୟ ବିଦ୍ୟାଳୟ ସିବିଏସଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛନ୍ତି। ମୋଟ ୨୭ ଜଣ ବିଦ୍ୟାର୍ଥୀ ପରିକ୍ଷା ଦେଇଥିବା ବେଳେ ୨୭ ଜଣ ପାସ୍ ହୋଇଛନ୍ତି। ୧୦୦% ପ୍ରତିଶତ ଫଳାଫଳ ହୋଇଥିବା ବେଳେ ସ୍କୁଲ ଅଧ୍ୟକ୍ଷ ସଞ୍ଜୀବ କୁମାର ସାହୁ ସମସ୍ତ ବିଦ୍ୟାର୍ଥୀଙ୍କୁ ସାଧୁବାଦ ଦେଇଥିଲେ। ଆରୁଶି ଶୁକ୍ଳା ବିକାଶ ଶୁକ୍ଳା ଙ୍କ ସାନ ଝିଅ ହୋଇଥିବା ବେଳେ ସେ ଆଗକୁ ବାଣିଜ୍ୟରେ ଅଧ୍ୟୟନ କରିବା ସହ ଜୀବନରେ ଏକ ସଫଳ ସିଏ ହେବାକୁ ମନସ୍ତ କରିଛନ୍ତି। ତାଙ୍କ ବଡ଼ ଭଉଣୀ ମେଡିକାଲ ଅଧ୍ୟୟନ କରୁଥିବା ପରିବାର ପକ୍ଷ ରୁ ପ୍ରକାଶ।
