
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରର ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ରେ ଅଭୁତପୁର୍ବ ସଫଳତା
ବ୍ରହ୍ମପୁର-:ଆଜି ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ ପ୍ରଳୀୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୩ ବର୍ଷ ଧରି ୧୦୦% ସଫଳତା ହାସଲ କରିଆସୁଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୩୬୩ ଜଣ ଛାତ୍ର/ଛାତ୍ରମାନେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ଅବତୀର୍ଣ୍ଣ ହୋଇଥିବା ମୋଟ ୩୬୩ ଛାତ୍ର/ଛାତ୍ରୀଙ୍କ ମଧ୍ୟରୁ ଏ ୱାନ ଗ୍ରେଡ଼ ଅର୍ଥାର ୯୦%ରୁ ଉର୍ଦ୍ଧରେ ୭୬ ଜଣ. ଏ ଟୁ ଗ୍ରେଡ଼ ଅର୍ଥାତ୍ର ୮୦%ରୁ ଉର୍ଦ୍ଧରେ ୧୩୩ ଜଣ, ଏବଂ ବି ୱାନ ଗ୍ରେଡ଼ ଅର୍ଥାରୁ ୭୦%ରୁ ଉର୍ଦ୍ଧରେ ୯୪ ଜଣ, ଉତ୍ତୀର୍ଥ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେଥମଧ୍ୟରୁ ପ୍ରଥମ ସ୍ଥାନରେ ମିଳିତ ଭାବରେ ଅର୍ପିତା ଆଚାର୍ଯ୍ୟ ଓ ଆଶୁତୋଷ ସେଠୀ ମୋଟ ୫ ୨ ମାର୍ଚ (୯୭%), ଦ୍ଵିତୀୟ ସ୍ଥାନରେ ପ୍ରତ୍ୟୁଷ କୁମାର ନାୟକ ୫୭୬ ମାର୍ଚ (୯୬%), ତୃତୀୟ ସ୍ଥାନରେ ପୀୟ ରଞ୍ଜନ ପଣ୍ଡା ୫୭୫ ମାର୍ଚ (୯୫. ୩%), ଚତୁର୍ଥ ସ୍ଥାନରେ ଆଜ୍ଞାକ୍ଷା ଜେନା ମେଟ ୫୭୧ ମାର୍ଚ (୯୫.୧୭%), ପଞ୍ଚ ସ୍ଥାନରେ ମିଳିତ ଭାବେ ପ୍ରତିରାଣି ଭୂୟାଁ ଓ ବିଶ୍ଵନିତ ପତ୍ର ମୋଟ ୫୭୦ ମାର୍କ (୯୫%), ଷଷ୍ଠ ସ୍ଥାନରେ ଆୟୁଷକାନ୍ତ ରଥ ମୋଟ ୫୬୯ ନାର୍ଚ (୯୪.୮୩%), ସରମ ସ୍ଥାନରେ ମିଳିତ ଭାବେ ରାକେଶ କୁମାର ସେଠୀ ଓ ଖୁସୁବୁ ରାମ ସାହୁ ମେଳ ୫୬୮ ମାର୍ଚ (୯୪.୬୭%), ଅଷ୍ଟମ ସ୍ଥାନରେ ମିଳିତ ଭାବେ ଶୁଭମ ସାହୁ, ଆଶୁତୋଷ ପାତ୍ର, ପ୍ରଳାପତି ସାହ, ଶୁଭ୍ରଜିତ ପୃଷ୍ଟି, ସୌମ୍ୟ ରଞ୍ଜନ ପାଣିଗ୍ରହୀ, ଶୁଭଙ୍କର ଦାସ ଓ ଆଶୁତୋଷ ପାତ୍ର ମୋଟ ୫୬୫ ମାର୍କ (୯୪.୧୭%), ନବମ ସ୍ଥାନରେ ବିଶ୍ଵ ରଞ୍ଜନ ସାମନ୍ତରାୟ ମୋଟ ୫୬୪ ମାର୍ଚ (୯୪%) ଓ ଦଶମ ସ୍ଥାନରେ ପ୍ରତିକ୍ଷା ମହାରଣା ମୋଟ ୫୬୩ ମାର୍କ (୯୩.୮୩%) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ବିରଳ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଶ୍ରୀ କିବାନନ୍ଦ ତ୍ରିପାଠୀ, ସମ୍ପାଦକ ଶ୍ରୀନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦନ ଶନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀସେମନାଥନନ୍ଦ, ସଦସ୍ୟା ଶମତି ପ୍ରଣତି ସାମଲଞ୍ଚ ବାସନ୍ତି ବେହେରା ଉପଦେଷ୍ଟା ଡ.ଶକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ଧର୍ମରାଜ ସବୁ, ଶ୍ରୀ ପୂର୍ବଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢ଼ୀ, ବି.ଗଜପତି ରାଓ ଓ ଶ୍ରୀ ହରିକୃଷ୍ଣ ପାଢ଼ୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟ ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେକା ଜ୍ଞାପନ କରାଯାଇଛି ।