*ସମ୍ବିଧାନ ପ୍ରଣେତା ସମାଜ ସଂସ୍କାରକ ଭାରତ ରତ୍ନ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ବଛତା ଅଭିଯାନ ଅନୁଷ୍ଠିତ ଦୀପ ପ୍ରଜ୍ୱଳନ*, ନୂଆପଡା(ମିଖାଏଲ ନନ୍ଦ)
ତା:୧୩.୦୪.
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ସିଂଝର ଗ୍ରାମ ରେ ସ୍ବଚ୍ଛତା ଅଭିଯାନ ସହ ଭାରତୀୟ ଜନତା ପାର୍ଟି ବୁଢ଼ାଦେଓ ମଣ୍ଡଳ ତରଫରୁ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରିଥିବା ବେଳେ ଜନ୍ମ ଜୟନ୍ତୀ ପାଳନ ପୂର୍ବ ଦିନ ରେ ତାଙ୍କ ସ୍ମୃତି ଓ ଅନୁଭୂତି କୁ ମନେ ପକାଇବା ସହ ସମ୍ବିଧାନ ପ୍ରଣୟନ, ଆଇନ ବଳ ରେ ସମାନତା ଅଧିକାର ପ୍ରଦାନ ଭଳି ଉଲ୍ଲେଖନୀୟ କାର୍ଯ୍ୟ ମାନେ ପକାଇଥିଲେ। ସନ୍ଧ୍ୟା ଦ୍ଵୀପ ପ୍ରଜ୍ଵଳ ପୂର୍ବକ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ। ଆସନ୍ତା କାଲି ତାଙ୍କ ଜନ୍ମ ଜୟନ୍ତୀ ପାଳିତ ହେବ। ପୂର୍ବତ୍ତନ ସଭାପତି ସୁବ୍ରତ ଠାକୁର, ଯଦୁନାଥ ସିଂ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।
