ସାମ୍ବାଦିକ ସଂଘ ର ଗାଁ କୁ ଚାଲ ଅଭିଯାନ 12/4/2026 ବୁର୍ଜା ବା ଆମ ସଂଘ ର ସାମ୍ବାଦିକ ତଥା ସମସ୍ତ ଭାଇି ଉପତିତଥିଲେ ଆମ ସଂଘ ବରିଷ୍ଟ ଆଇନ୍ ଜିବି ତଥା ସାମ୍ବାଦିକ ସଂଘର ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ତାଙ୍କର ସ୍ୱପ୍ନ ଥିଲା ଗାଁ କୁ ଚାଲ ଅଭିଯାନ ଳୋକଙ୍କୁ ସମସ୍ୟା ବୁଝିବା ଆଜି ଆମର ପ୍ରଥମ ଗାଁକୁ ଚାଲ ଅଭିଯାନ ବୁର୍ଜ ପଞ୍ଚାୟତ ଠାରେ ସଫଳ ହୋଇଛି, ଏଥିରେ ଯୋଗ ଦେଇ ଥିଲେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଛନ୍ତି,ଜନସାଧାରଙ୍କ ସମସ୍ୟା ବୁଝିଲେ ଓ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯଥା ଶୀଘ୍ର ସମସ୍ୟାର ସମାଧାନ କରିବେ,ରିପୋର୍ଟର ଦୀପଙ୍କର ଡାକୁଆ
