ଗୁରାଣ୍ଡି ଗ୍ରାମ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କଲେ ବିଧାୟକ।
ଗଜପତି ( ଟିକି ଲିମା )
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଗ୍ରସ୍ତ କରିଥିଲେ ବିଧାୟକ ରୁପେସ ପାଣିଗ୍ରାହୀ , ପ୍ରଥମେ ଗ୍ରାମ ର ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଧାୟକ । ଗ୍ରାମ ର ମୁଖ୍ୟତଃ ରାସ୍ତା କାମ ସହ ନାଳ ନଥିବାରୁ ଗ୍ରାମ ବାସି ନାହିନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି , ସେ ନେଇ ତୁରନ୍ତ ପଦେକ୍ଷପ ନେଇ ରାସ୍ତା ନାଳ ଓ ପିଇବା ପାଣି ସମସ୍ୟା ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଧାୟକ । ଆଜି ବିଧାୟକ ଗ୍ରାମ ରେ ପହଞ୍ଚିବା ପରେ ଗ୍ରାମ ବାସି ବହୁ ଆନନ୍ଦ ରେ ଭବ୍ୟ ସ୍ଵାଗତ ଜଣାଇଥିଲେ ଓ ଗ୍ରାମ ର ଥିବା ସମସ୍ତ ସମସ୍ୟା ବିଷୟ ରେ ଅବଗତ କରିଥିଲେ।
