ଅଲୋଡ଼ା ହେଲାଣି ଡାକବାକ୍ସଚିଠିପତ୍ରର ସ୍ଥାନ ନେଲାଣି ସ୍ମାର୍ଟଫୋନ୍
କୋରାପୁଟ,): ଆଜିକାଲିଗାଁରୁ ସହରରେ ଶୁଭୁନି ଡାକବାଲାଙ୍କଡାକ । ପୂର୍ବ ଭଳି ଆଉ ଆସୁନିଚିଠିପତ୍ର । କିଛି ସରକାରୀ ଚିଠିପତ୍ର ଓନୋଟିସକୁ ଛାଡି ଦେଲେ କାଁ ଭାଁଆସୁଛି ଘରୋଇ ଚିଠି । ସବୁ ସୂଚନାଫୋନରେ ମିଳି ଯାଉଥିବାରୁ ଚିଠିଲେଖୁବା ଓ ଡାକ ଘରକୁ ଯିବା ଲୋକେଛାଡି ଦେଲେଣି । ସମସ୍ତଙ୍କ ପାଖରେଭଳିକି ଭଳି ମୋବାଇଲ, କମ୍ପ୍ୟୁଟର ଓଲାପଟପ ଯୋଗୁଁ ଏଭଳି ସ୍ଥିତି ସୃଷ୍ଟିହୋଇଛି । ଭାବର ଆଦାନପ୍ରଦାନ ପାଇଁଉ ଚିଠି ଆବଶ୍ୟକତା ପଡ଼ୁ ନଥିବାରୁଅଲୋଡ଼ା ହେବାରେ ଲାଗିଛି ଡାକବାକୁ। ୨୦୦୨ ମସିହା ପର୍ଯ୍ୟନ୍ତ ଡାକବାକୁଭାବ ଆଦାନ ପ୍ରଦାନର ପ୍ରମୁଖ ମାଧ୍ୟମପାଲଟିଥିଲା । ଗାଁରୁ ସହର ଡାକବାଲାରସ୍ଵର ଶୁଭୁଥିଲା। ଟଙ୍କା ନେଣଦେଶରୁ
ଆଉ ଟି
ଆରମ୍ଭ କରି ରାଷ୍ଟ୍ର, ଟେଲିଗ୍ରାମରବାର୍ତ୍ତାବହ ଥିଲା ଡାକବାକ୍ସ । ଦେଶରେବହୁଳ ଆବଶ୍ୟକ ଦୃଷ୍ଟିରେ ରଖ୍ସରକାର ପ୍ରତି ଗାଁରେ ଝୁଲାଇଥିଲେଡାକବାକ୍ସ । ଡାକବାଲା ନିର୍ଦ୍ଧାରିତସମୟରେ ଗାଁରେ ପହଞ୍ଚି ଆସିଥିବାଚିଠି, ଟେଲିଗ୍ରାମ ଓ ମନି ଅର୍ଡରକୁଲୋକଙ୍କ ନିକଟରେ ପହଞ୍ଚାଉଥିଲେ ।ବିଜ୍ଞାନର ଅଗ୍ରଗତି ସହିତ ମୋବାଇଲରବହୁଳ ବ୍ୟବହାର ଭାବ ଆଦାନ ପ୍ରଦାନପାଇଁ ବିଭିନ୍ନ ଆପ୍ ଭିଡିଓ କଲ୍ ଚିଠି ଓଡାକବାକ୍ସର ଚାହିଦାକୁ କମାଇ ଦେଇଛି। କୋରାପୁଟ ଜିଲାର ପ୍ରତି ଗାଁଡାକଘର ଓ ସହରରେ ଥିବା ଡାକବାକ୍ସବ୍ୟବହାର କମି ଗଲାଣି । କିଛିଡାକବାକ୍ସରେ ନିୟମିତ କିଛି ଚିଠିସଂଗ୍ରହ ହେଉଥିବା ବେଳେ ଆଉ କିଛିଡାକବାକ୍ସରେ ଆଉ ଚିଠି ପଡୁନି । କି
ଡାକବାକ୍ସ ଝୁଲା ହୋଇ ରହିଛି ।ବ୍ୟବହାର ନ ହେବାରୁ ଜରାଜୀର୍ଣ୍ଣହୋଇ ପଡ଼ିଥିବା ଡାକବାକୁ
ବଦଳାଇବା ଦିଗରେ ମଧ୍ୟ ଡାକବିଭାଗ ପଦକ୍ଷେପ ନେଉନି । କିଛିଡାକବାକ୍ସ ଭଙ୍ଗା ଦ୍ଵାରା ଅବସ୍ଥାରେରହିଛି । ମୂଳରେ କଳଙ୍କି ଲାଗିଲାଣି।ଆଉ କେଉଁଠି ଡାକବାକୁ କଣାହୋଇଯାଇଛି । ସ୍ବିଡ଼ ପୋଷ୍ଟ,ଟ୍ରେଜେରୀ ଚାଲାଣ ପାଇଁ ଲୋକେଡାକଘରକୁ ଆସୁଥିବାରୁ କିଛିପରିମାଣରେ ବିଭାଗ ତା’ର ପୂର୍ବଅସ୍ମିତାକୁ ବଜାୟ ରଖିବାରେ ସକ୍ଷମହୋଇଛି । ଚିଠିର ଗୁରୁତ୍ଵ କମିବାପରେ ବ୍ୟାକିଂ ବ୍ୟବସ୍ଥାକୁ ଗୁରୁତ୍ଵଦେଇଛି ଡାକ ବିଭାଗ। ଫିକ୍ସଡ଼ଡିପୋଜିଟ ସହ ବିଭିନ୍ନ ସ୍କିମରେ ଟଙ୍କା
ରଖୁ ଲୋକେ ଭଲ ରିଟଣ୍ଡ ପାଉଛନ୍ତି ।ଏବେ ହାଟ୍ସଆପ, ଫେସବୁକ,ଇନଷ୍ଟାଗ୍ରାମ ଭାବ ଆଦାନ ପ୍ରଦାନରମାଧ୍ୟମ ପାଲଟ, କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
