
-ଉଦଳା ରେ ବାବୁ ଚା-ପାନ ଦୋକାନୀ ଙ୍କ ମୋହନତ -ମୁନା ସିଂ, ଉଦଳା,
ଉଦଳା…….ଏବେ ଡହ ଡହ ଖରlରେ ସିଝୁଛି ସାରା ଓଡିଶା l ଉପର ତାତି କୁ ତଳ ତାତି ସମସ୍ତେ ଡାକୁଛନ୍ତି ତ୍ରାହି ତ୍ରାହି l ତେବେ ଖରା ତାତି ରୁ ବର୍ତ୍ତିବା ପାଇଁ ଜଳ ହିଁ ଜୀବନ ମୁଖ୍ୟ ହୋଇଥାଏ l ତେବେ ଜଣେ ପାନ ଦୋକାନୀ ତାଙ୍କର ନିଜର ଉଦ୍ୟମ ରେ ଏକ ଜଳ ଛତ୍ର ଖୋଲି ଅନ୍ୟ ମାନଙ୍କ ପାଇଁ ହୋଇଛନ୍ତି ଉଦାହରଣ l ଯାହାକୁ ନେଇ ଚାରିଆଡେ ଲୋକେ କରିଛନ୍ତି ପ୍ରସଂସା l
V1-ପେଶା ରେ ଚା ଏବଂ ପାନ ଦୋକାନୀ କିନ୍ତୁ ନିଶା ଲୋକ ମାନଙ୍କ ସେବା କରିବା l ଏ ହେଉଛନ୍ତି ରଘୁନାଥ ବେହେରା ଅରଫ ବାବୁ ଭାଇ l ଏ ଅଞ୍ଚଳ ରେ ବାବୁ ଚା ଦୋକାନ ଭାବରେ ବେଶ ପରିଚିତ l ଜଣେ ଗରିବ ପରିବାର ର ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କର ଚିନ୍ତା ଧାରା ହେଉଛି ଭିନ୍ନ l ଉଦଳା ବ୍ଲକ ସାମ୍ନା ରେ ଛୋଟ ପାନ ଏବଂ ଚା ଦୋକାନ କରି ନିଜର ତଥା ପରିବାର ର ଗୁଜୁରାଣ ମେଣ୍ଟାଇଥାନ୍ତି ଏହି ଦୋକାନୀ l ଉଦଳା ଅଞ୍ଚଳ ରେ ବେଶ ପରିଚିତ ବାବୁ ପାନ ଏବଂ ଚା ଦୋକାନୀ ନାମ ରେ l ବର୍ଷ ସାରା ବ୍ଲକ କୁ ଆସୁଥିବା ଲୋକ ମାନଙ୍କ ସେବା ରେ ଲାଗିଥାନ୍ତି ଏହି ପାନ ଦୋକାନୀ l ତେବେ ଆଜି ଏକ ମୋହତ କାମ କରି ଚୋର୍ଚ୍ଚା ସାଉଁଟିଛନ୍ତି ବାବୁ ଚା ଦୋକାନୀ l
Byte 1-ରଘୁନାଥ ବେହେରା (ଚା ଦୋକାନୀ)
Blv2- ଗ୍ରୀଷ୍ମ ଖରା ରେ ଲୋକେ ଘରୁ ବାହାରୁନଥିବା ବେଳେ ବ୍ଲକ କୁ ଆସୁଥିବା ସହ ସହ ସାଧାରଣ ଲୋକ ଙ୍କ ପାଇଁ ନିଜ ଖର୍ଚ୍ଚ ରେ ଆରମ୍ଭ କରିଛନ୍ତି ଜଳଛତ୍ର l ଦହି ସର୍ବତ ସାଙ୍ଗକୁ ଥଣ୍ଡା ପାଣି ର ବେବସ୍ଥା କରିଛନ୍ତି ଏହି ଦୋକାନୀ l ଆଜି ଉଦଘାଟନ କାର୍ଯ୍ୟକ୍ରମ ରେ ଉଦଳା ଆଇଟିଡିଓ ପିଅ ନରେନ୍ଦ୍ର କ୍ଷମାରୀ ଏବଂ ଉଦଳା ବ୍ଲକ ବିଡ଼ିଓ ସମର୍ଜିତ କର ଯୋଗ ଦେଇ ପାନ ଦୋକାନୀ ଙ୍କ କାର୍ଯ୍ୟ କୁ ବେଶ ପ୍ରସଂସା କରିଥିଲେ l ତେବେ ପାନ ଦୋକାନୀ ଙ୍କ କହିବା କଥା ଦିନସାରା ପାନ ଚା ରେ ଯାହା ଦି ପଇସା ହୁଅ ସେଥିରୁ କିଛି ଅର୍ଥ ଲୋକ ଙ୍କ ସେବା ରେ ବିନିଯୋଗ କଲେ ତାଙ୍କୁ ଭଗବାନ ଙ୍କ ଆଶୀର୍ବାଦ ଲାଭ ହେବ ବୋଲି କହିଛନ୍ତି ପାନ ଦୋକାନୀ l
Byte 2-ସୁରେଖା ଜେନା(ସ୍ଥାନୀୟ ମହିଳା)
V3-ସତରେ ତାଙ୍କର ଏହି ନିଆରା ଉଦ୍ୟମ ସାଧାରଣ ରେ ବେଶ ଚୋର୍ଚ୍ଚା ହୋଇଥିଲା ବେଳେ ବ୍ଲକ କାର୍ଯ୍ୟାଳୟ ହେଉ କି ବାଟରେ ଯାଉଥିl ଲୋକେ ହୁଅନ୍ତୁ ତାଙ୍କର ହାତ ତିଆରି ଦହି ସର୍ବୋତ ଓ ଥଣ୍ଡା ପାଣି ପେଇ ନିଜର ତୃଷ୍ନା କୁ ମେଣ୍ଟାଇପାଉଥିବା କଥା କହିଛନ୍ତି ସାଧାରଣ ଲୋକେ l ସତରେ ତାଙ୍କର ଏହି ଛୋଟ ପ୍ରୟାସ ଆଜି ଲୋକଙ୍କ ଜୀବନ କୁ ବଞ୍ଚାଇବାରେ ସୋହାୟକ ହୋଇଥିବା ବେଳେ ଗ୍ରୀଷ୍ମ ତାତି ନକମିବା ଯାଏ ତାଙ୍କର ଏଭଳି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି l
Byte 3-ସୂର୍ଯ୍ୟନାରାୟଣ ମୁର୍ମୁ (ସରପଞ୍ଚ, ବହୁବନ୍ଧ ପଞ୍ଚାୟତ )
ଉଦଳା ରୁ ମୁନା ସିଂ ଭଞ୍ଜଦୂତ ଖବର।