
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ କଦମ ପାଳ ଗ୍ରାମ ର ବିଶିଷ୍ଟ ଶିକ୍ଷବିତ୍ ତଥା ଯୁବ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ଜେନା ଙ୍କୁ ଜାତୀୟ ସାଂସ୍କୃତିକ ପ୍ରତିଭା ସମ୍ମାନ ରେ ସମ୍ମାନୀତ କରାଯାଇଥିଲା,, ସିଏମଡିଵି ଟ୍ରଷ୍ଟ ଓ ସ୍ୱରାଞ୍ଜଳି କଳା ନିକେତନ ତରଫରୁ ଭୁବନେଶ୍ଵର ଠାରେ ଆୟୋଜିତ ଜାତୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା, ସେ ଐତିହ୍ୟ ସାହିତ୍ୟ,ସଂସ୍କୃତି, ଓଡ଼ିଆ ପରମ୍ପରା, ପ୍ରତି ବେଶ୍ ଗୌରବ ଅର୍ଜନ କରିଥିବା ସହିତ,,ଗୋଟିଏ ଗରିବ ଚାଷୀ ପରିବାରରୁ ସେ ବହୁତ ଦୁଃଖ କଷ୍ଟ କରି ଆଜି ସେ ଜଣେ ଭଲ ଇଞ୍ଜିନିୟର ଟେ ହୋଇପାରିଛନ୍ତି, ସମାଜ ପାଇଁ ଏକ ଗୌରବ ଅର୍ଜନ କରିଥିବାରୁ ଏବଂ ଇଞ୍ଜିନିୟର ଚାକିରି କରିବା ସହିତ ଅନେକ ଗୁଡିଏ ସୂ ସମ୍ପନ୍ନ କାର୍ଯ୍ୟ କରୁଥିବାରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା,,, ଏଥିପାଇଁ, ତାଙ୍କୁ ଧର୍ମଶାଳା ର ମାନ୍ୟବର ବିଧାୟକ ହିମାଂଶୁ ଶେଖର ସାହୁ, ରେଭେନ୍ସା ବିଶ୍ବବିଦ୍ୟାଳୟର ର ପୂର୍ବତନ ଅଧ୍ୟାପକ ଅଜିତ ଜେନା, ଓଡ଼ିଶାର ର ସୁନାମ ଧନ୍ୟ ମାଳିକା ପ୍ରବଚକ ବିଭୂତି ଭୂଷଣ ପାଲ, ଫୌଜ ଇଣ୍ଡିଆ ମାନବ ସମ୍ବଳ ଓ ବିକାଶ କେନ୍ଦ୍ର ର ଅଧ୍ୟକ୍ଷା ସ୍ମିତା ସାମଲ, ପୂର୍ବତନ ଜିଲ୍ଲା ସଭପତି ପବିତ୍ର ମୋହନ ଦାସ,ପ୍ରାକ୍ତନ ଶିକ୍ଷକ ଚିତ୍ତରଂଜନ ମହାନ୍ତି ପୂର୍ବତନ ସରପଞ୍ଚ ଈଶ୍ୱର ଚନ୍ଦ୍ର ପ୍ରଧାନ, ଫକିର ପ୍ରଧାନ, ଶିକ୍ଷକ ଦିଲୀପ କୁମାର ଆଇଚ, ପବିତ୍ର ଜେନା,ବାଦଲ ସାରେ, ତଥା ଅନେକ ବ୍ୟକ୍ତି ବିଶେଷ ଶୁଭେଛା ଜଣାଇଥିଲେ,