ଜଙ୍ଗଲ ନିଆଁ ନିରାକରଣ ସଚେତନତା ପାଇଁ ଏକ ଦିନିଆ ବନ୍ଧୁତାପୁର୍ଣ୍ଣ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ।
ଗଜପତି (ଟିକି ଲିମା)
ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଶ୍ରୀ k ନାଗରାଜୁ ଙ୍କ ନିର୍ଦ୍ଦେଶ କ୍ରମେ ମହେନ୍ଦ୍ର ବନାଞ୍ଚଳ ଅଧିକାରୀ ଶ୍ରୀ ଅମିତ୍ ଶୁଭ୍ରଜିତ୍ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧନରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ନିମନ୍ତେ ଏକ ବାଇକ୍ ରାଲି ଗଣ୍ଡାହାତୀ ଜଳପ୍ରପାତ ରୁ ବାହାରି ଗାରାବନ୍ଦ ପର୍ଯ୍ୟନ୍ତ କରାଯାଇଥିଲା, ଏହି କାର୍ଯ୍ୟକ୍ରମ କୁ ACF ଶ୍ରୀ ଅରୁଣ ସାହୁ ସବୁଜ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ. ସେହି ପରିପ୍ରେକ୍ଷୀରେ ମହେନ୍ଦ୍ର ବନାଞ୍ଚଳର ଚାରିଗୋଟି ସେକ୍ସେନ୍ ରାୟଗଡ଼, ନାରାୟଣପୁର, ଗାରାବନ୍ଦ,ଖମ୍ବଗାଁ ର ପ୍ରତି ସେକ୍ସନ ର ଦୁଇ ଗୋଟି vss ଗ୍ରାମର ଆଠ ଗୋଟି ଟିମ୍ କୁ ନେଇ ଏକ ଭଲିବଲ ପ୍ରତିଯୋଗିତା ମଧ୍ୟ କରାଯାଇଥିଲା,ଶେଷରେ ଡ଼ମ୍ବାପୂର୍ VSS ଟିମ୍ ବିଜେତା ଏବଂ ମୁଳିଗୁମା VSS ଟିମ୍ ଉପ ବିଜେତା ହୋଇଥିଲା.ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗାରାବନ୍ଦ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ନିଶିକା,ମୁଖ୍ୟବକ୍ତା ଶ୍ରୀ ଗଣ୍ଡା ହାତୀ ସରକାରୀ ଉଚ୍ଚ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ହେମନ୍ତ କୁମାର ପାଇଲା,ସମ୍ମାନିତ ଅତିଥି ଭାବରେ ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ମଣ୍ଡଳ,ସମିତି ସଭ୍ୟ ଶ୍ରୀ ଉତ୍ସବ ଶବର ,ରାଜସ୍ବ ନୀରିକ୍ଷକ A ଶଙ୍କର ରାଓ ୱାର୍ଡସଭ୍ୟ ଶ୍ରୀ ପୂର୍ଣ୍ଣ ଦଳାଇ, ସମାଜସେବୀ ଅଶୋକ ଦଳାଇ,,ଶ୍ରୀ ଗଣେଶ ବିଷୋୟୀ ,ଯୋଗ ଦେଇଥିଲେ, ବନପାଳ ଶ୍ରୀ ଦିବାକର ଲେଙ୍କା,ଶ୍ରୀ ରାଧାକାନ୍ତ ମିଶଲ୍,ଶ୍ରୀ ସନ୍ତୋଷ ପରିଛା, ଗୀତାଞ୍ଜଳି ପଟ୍ଟନାୟକ,କ୍ରୀଡା ଶିକ୍ଷକ ଶ୍ରୀ ଅନୁଜ କୁମାର ପ୍ରଧାନ,ଅଶୋକ କୁମାର ଛୋଟରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ,ବନରକ୍ଷୀ ଲକ୍ଷ୍ମୀ ପାଇକ, ଭେଙ୍କଟ ରମଣ,ଗିରିଶ କୁମାର, କାଳୀ ପ୍ରସାଦ, ମିତାରାନି,ଲକ୍ଷ୍ମୀ ସାହୁ, ସୁମିନା ଗମାଙ୍ଗ,ସୁକନ୍ୟା ଗିରି,ଅନନ୍ତ ଦାସ,ଜିତେନ୍ଦ୍ର ନାଏକ,ଗଜେନ୍ଦ୍ର ଚୌଧୁରୀ ଏବଂ ମହେନ୍ଦ୍ର ବନାଞ୍ଚଳ ର ସମସ୍ତ ୱାଚର, ଗଣ୍ଡାହାତୀ ଯୁବଗୋଷ୍ଠୀ ସହଯୋଗ କରିଥିଲେ,ବନ ବିଭାଗର ଏହି ପରି ପଦକ୍ଷେପ ପାଇଁ ଅଞ୍ଚଳବାସୀ ଖୁସି ପ୍ରକଟ କରି କରିବା ସହ ଜଙ୍ଗଲ ନିଆଁ ରୋକିବା ରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କଲେ…
