କୋରାପୁଟ /01/04
91,ତମ ପୋଲିସ ପ୍ରଷ୍ଟିଷ୍ଠl ଦିବସ ପାଳିଲା ଜିଲ୍ଲା ପୋଲିସ l
ଆଜି ସ୍ଥାନୀୟ ପୋଲିସ ପଡିଆରେ ଜିଲ୍ଲା ପୋଲିସ 91ତମ ପୋଲିସ ପ୍ରଷ୍ଠୀଷ୍ଠା ଦିବସ ପାଳନ କରିଛି l ଦକ୍ଷିଣାପଶ୍ଚିମା ଞ୍ଚଳ ଡିଆଇଜି ଵିଶାଲ କନୱାର ଶିଂ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ପ୍ୟାରଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ l ଓ ପରେ ଜିଲ୍ଲା ପୋଲିସ ର ଉଲେଖନୀୟ ସେବା ପାଇଁ ପୋଲିସ ଅଧିକାରୀ ଙ୍କୁ ବିଭାଗ ତରଫରୁ ସମ୍ବଦ୍ଧନା ଦେଇଥିଲେ l ଏ ଉପଲକ୍ଷେ କୋରାପୁଟ ନ୍ଵକ୍ସଲ ମୁକ୍ତ ହେବା ସହ ଆଗାମୀ ଦିନ ରେ ନିଶାମୁକ୍ତ ହେବ ବୋଲି ଦୃଢ଼ତା ର ସହ କହିଥିଲେ l ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ବାର୍ତା କୁ ପଢିଥିଲେ l ସୂଚନା ଯୋଗ୍ୟ ଗତ କାଲି ଜିଲ୍ଲା ପୋଲିସ ସହିଦ ଙ୍କ ଘରକୁ ଯାଇ ତାଙ୍କର ଆତ୍ମୀୟ ପରିଜନ ଙ୍କୁ ଭେଟିଥିଲା ଏହି କାଯ୍ୟକ୍ରମ ଉପଲକ୍ଷେ ଜିଲ୍ଲା ପୋଲିସ ର ବରିଷ୍ଠ ପଦାଧିକାରୀ କାଯ୍ୟକ୍ରମ ରେ ଉପସ୍ଥିତ ଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି, ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
