*ସୁସ୍ଥ ନାଗରିକ ଶକ୍ତ ସମାଜ, ବାର୍ତ୍ତା ନେଇ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସର ମଧ୍ୟରେ ବରିଷ୍ଠ ନାଗରିକଙ୍କ ମଧୂମେୟ ଓ ରକ୍ତଚାପ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ ଶିବିର ଅନୁଷ୍ଠିତ* ନୂଆପଡା(ମିଖାଏଲ ନନ୍ଦ)
ତା:୨୮.୦୩.
ନୂଆପଡ଼ା ଜିଲ୍ଲା ଖଡିଆଳ ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସର ମଧ୍ୟରେ ବରିଷ୍ଠ ନାଗରିକଙ୍କ ମଧୂମେୟ ଓ ରକ୍ତଚାପ ପରୀକ୍ଷା କରି ମାଗଣା ଔଷଧ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ମାଗଣା ପରୀକ୍ଷା ସହ ଔଷଧ ବଣ୍ଟନ କରିଛନ୍ତି। ବିଶେଷ କରି ସୁସ୍ଥ ନାଗରିକ ଶକ୍ତ ସମାଜ ଗଠନ ର ମୂଳ ଉଦ୍ଧେଶ୍ୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି ସମସ୍ତ ରୋଗୀଙ୍କୁ ନିୟମିତ ପରୀକ୍ଷା କରି ଆବଶ୍ୟକ ଔଷଧ ସେବନ ଦ୍ୱାରା ତାଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି। ସୁମନ ନାଗ ଏବଂ ଉମେଶ ବାରିକ ଯୋଗ ଦେଇ ସମସ୍ତଙ୍କ ପରୀକ୍ଷା କରିଛନ୍ତି।
