ଆଜି ଅଗ୍ରସେନ ଭବନ, ଭବାନୀପlଟ୍ଟଣା, ମାରୱାଡ଼ି ପଞ୍ଚାୟତ ର ଅଧ୍ୟକ୍ଷ ପଦର ନିର୍ବାଚନ ସଫଳତାର ସହ ସମ୍ପନ୍ନ ହେଲା।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ସମସ୍ତ ସଦସ୍ୟଙ୍କର ସମ୍ମତି ଓ ସମର୍ଥନରେ ଶ୍ରୀ ରୂପ କୁମାର ଅଗ୍ରୱାଲ ଙ୍କୁ ବର୍ଷ 2026–2028 ପାଇଁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି।
ଆମେ ସମସ୍ତେ ତାଙ୍କୁ ହୃଦୟପୂର୍ଣ୍ଣ ଅଭିନନ୍ଦନ ଜଣାଉଛୁ ଏବଂ ତାଙ୍କର ସଫଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଉଛୁ।
