
ବିଏସଏଫ ଯବାନ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି,
କୋରାପୁଟ ସେକ୍ଟରର ସୀମା ସୁରକ୍ଷାବାହିନୀ, ବିଏସଏଫ ଚ୍ୟାଲେଞ୍ଜ ଦୃଶ୍ୟପଟରେ ସେଵା ପୁରଣ ସମ୍ବିଧାନର ପ୍ରଣେତା ଵି ଆର ଆମ୍ବେଦକର ଏବଂ ଏକ ମୁକ୍ତ ନିରପେକ୍ଷ ସମାଜ ପ୍ରତି ତାଙ୍କର ଅବଦାନ କୁ ମନେ ପକାଇ ବିଏସଏଫ କୋରାପୁଟ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଏପର୍ଯ୍ୟନ୍ତ 50, ୟୁନିଟ ସଂଗ୍ରହ ହୋଇଥିବା ସୁଚନା ମିଳିଛି କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୁତ୍ ଖଵର