ବାଇକ ଦୃଘଟଣାରେ ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର l ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ କବରା ପଞ୍ଚାୟତ ଚିରୁଲେଇ ଗ୍ରାମର ଶଙ୍କର୍ଷଣ ସାହୁ ଓ ତାଙ୍କ ସ୍ତ୍ରୀ ଆସନ୍ତା କାଲି ବୁଧବାର ଦିନ ଢେଙ୍କାନାଳ ଯାଉଥିବା ସମୟ ରେ ଭଗବାନପୁର ସୁନ୍ଦରିଖାଲ ନିକଟରେ ରେ ଏକ ଅଜଣା ଗାଡି ସାଇଟ ମାରିବାରୁ ଭାରଶ୍ୟାମ ହରାଇ ଉଭୟେ ଗାଡ଼ିରୁ ଖସିପଡିଥି ଲେ, ଉଭୟଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଢେଙ୍କାନାଳ ର ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଇଥିଲେ ଡାକ୍ତର ଗୀତାଞ୍ଜଳି ସାହୁଙ୍କୁ ମୃତ ବୋଲି ଘୋଷଣା କରିଥିଲେ ଓ ଶଙ୍କର୍ଷଣଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହାବାରୁ ତାଙ୍କୁ ସ୍ଥାନାନ୍ତର କରି ଭୁବନେଶ୍ୱର ପ୍ରାଇଭେଟ ନର୍ସିଙ୍ଗ ହୋମରେ ଚିକିସ୍ଥିତ ହେଉଛନ୍ତି l
