ନିମ୍ନ ମାନର ରାସ୍ତା କାମ ଯୋଗୁ ଜନସାଧାରଣ ହାତାସ |
ଯାଜପୁର /୧୨/୦୩/ଭଞ୍ଜଦୂତ :ସରୋଜ କୁମାର ଧଳ :ନିପ୍ର
ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଠାରୁ ଯାଜପୁର ମୁଖ୍ୟ ରାସ୍ତା ବିକାଶ ନାଁରେ ଚାଲିଛି ବିନାଶ,ଜାଣିଶୁଣି ଏଠି ବିପଦକୁ ଠେଲିଦେଉଛନ୍ତି ଯାତ୍ରୀଙ୍କୁ, ମୃତ୍ୟୁମୁଖକୁ ହେଉଛି ଆମନ୍ତ୍ରଣ ଏଠି ରାସ୍ତା ରେ ଖାଲ ଉଞ୍ଚ କେଉଁଠି ପୋଖରୀ ଉଭୟ ପାର୍ଶ୍ୱରେ ଗୋଡି ଜମିକି ରହିଛି ଆଉ କେଉଁଠି ରାସ୍ତା ର ଉଭୟ ପାର୍ଶ୍ଵରେ ବାଲି ଗୋଡି ଜମିକି ରହିଛି,ଏଥିଯୋଗୁ ରାସ୍ତା ସାଜିଛି ମରଣ ଯନ୍ତା,ଯାତ୍ରୀଙ୍କ ଯାତାଆୟତ କୁ ଅଣଦେଖା କରୁଛି ପ୍ରଶାସନ, ସିଂହପୁର ଯାଜପୁର ରାସ୍ତା ଠିକ ଭାବାରେ ରାସ୍ତା କାମ ନଅ ହେଇଥିବାରୁ ଯାତ୍ରୀ ମାନଙ୍କ ଜୀବନକୁ ଦିନକୁ ଦିନ
ମୃତ୍ୟୁ ମୁଖରେ ପକାଯାଉଛି,
ଏହି ରାସ୍ତା ଟି ଯାଜପୁର କୁ ସଂଯୋଗ ଯୋଗୁଁ ଏଠି ଦିନ ରାତୀ ବସ ଟ୍ରକ ବାଲି ବୋଝେଇ ହାଇବା ବହୁ ଭାରି ଭାରି ଜାନ ଚଳା ଚଳ ହେଉଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ରେ ପଡୁଛନ୍ତି, ପୃତଃବିଭାଗ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ଜନସାଧାରଣ ଏଠି ହତାଶ,
କାହିଁକି ନିରବ ଦ୍ରଷ୍ଟା ସାଜିଛନ୍ତି
ଜନସାଧାରଣ ଅଭିଯୋଗ ଆଣି ଛନ୍ତି,ବାକି ରହିଲା ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଆଗାମୀ ଦିନକୁ ଅପେକ୍ଷା |
