**ଖଡିଆଳ ଏନ ଏ ସି ତରଫରୁ ସ୍ୱଛତା କାର୍ଯ୍ୟକ୍ରମ*
ନୂଆପଡା(ମିଖାଏଲ ନନ୍ଦ)
ତା
ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଠାରୁ ଆରମ୍ଭ କରି ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ* ତା:୧୧.୦୩. ନୂଆପଡ଼ା ଜିଲ୍ଲା ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଠାରୁ ଆରମ୍ଭ କରି ୧୪ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଅଛି। ଆଜି ଖଡିଆଳ ଏନ ଏ ସି ଦ୍ବାରା ପର୍ଯ୍ୟାୟ କ୍ରମେ ପ୍ରତେକ ୱାର୍ଡ ରେ ସ୍ୱଛତା ସଚେତନତା ସହିତ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଓ ପଲିଥିନ ମୁକ୍ତ ପାଇଁ ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ୱାର୍ଡ ନଂ ୨ ଓ ୩ ଠାରେ ସ୍ୱଛତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଖଡିଆଳ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ୱାଧୀନ କେତନ ମହାରଣା ୨ ନଂ ୱାର୍ଡ ସଦସ୍ୟ ରେବତୀ ଶବର, ୩ ନଂ ୱାର୍ଡ ମେମ୍ବର ପ୍ରତିନିଧି ରିତେଶ ପଟ୍ଟନାୟକ, ସାନିଟେସନ ଅଧିକାରୀ ଇଜାର ତାଣ୍ଡି, ସରୋଜ ପଣ୍ଡା,ସମାଜସେବୀ ମହେନ୍ଦ୍ର ଯୋଷି ସ୍ୱଛ ସୁପରଭାଇଜର ମମତା ମଞରୀ ଥପା ସ୍ୱଛ ସାଥି ପରି ଟଣ୍ଡନ, ରଶ୍ମିତା ଭିତିରିଆ, ଲତିକା ଦଣ୍ଡ ସେନା କଂ ସହିତ ମହିଳା ଓ ପୁରୁଷ ସ୍ୱଛ କର୍ମି ମଧ୍ଯ ଉପସ୍ଥିତ ରହିଥିଲେ
