ଟାଟା ପାୱାର ର ମନମନି
ଉମରକୋଟ ସୁନା ବେଢା ପଞ୍ଚାୟତ ଦଲଦଲି ଓ କୁର୍ମାହାଣ୍ଡି ଗ୍ରାମବାସୀ ପକ୍ଷରୁ ବେଆଇନ୍ ବିଦ୍ୟୁତ୍ କାଟ ଏବଂ ମନଇଚ୍ଛା ବିଦ୍ୟୁତ୍ ବିଲ୍ ପ୍ରଦାନ ପ୍ରତିବାଦ ରେ ଏକ ଦାବିପତ୍ର ପ୍ରଦାନ କରିଥିଲେ , ସୂଚନା ଥାଉ କି ଗୋତ କାଲି ସକାଳ ଠାରୁ ଉଭୟ ଗ୍ରାମର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପରିବାରର ବିଦ୍ୟୁତ କାଟ କରାଯାଇ ଅଛି , ଠିକ୍ ସମୟରେ ବିଦ୍ୟୁତ ବିଲ୍ ପୈଠ କରିବା ବାଦେ କାହିଁକି ସେମାନଙ୍କ ବିଦ୍ୟୁତ୍ କାଟ କରାଗଲା ସେ ବିଷୟରେ ଗ୍ରାମବାସୀ ବର୍ତ୍ତମାନ ଚିନ୍ତିତ , ୮୦% ଗ୍ରାମବାସୀ ମାସିକ ବିଦ୍ୟୁତ୍ ବିଲ୍ ପୈଠ କରୁଛନ୍ତି ତଥାପି ଗ୍ରାମବାସୀଙ୍କୁ ନ ଜଣାଇ କାହିଁକି ବିଦୁତ୍ କାଟି ଦିଆଗଲା ସେ ବିଷୟରେ ବୁଝିବା ପାଇଁ ଓ ଦାବୀପତ୍ର ପ୍ରଦାନ ପାଇଁ ଆଜି SDO ବିଦ୍ୟୁତ୍ ବିଭାଗ ମୁଖ୍ୟ ଅଧିକାରୀ ଉମରକୋଟ ଙ୍କ ନିକଟକୁ ଆସୁଛନ୍ତି ତାଙ୍କର କହିବା ଅନୁସାରେ ପିଲାଙ୍କ ମାଟ୍ରିକ ପରୀକ୍ଷା ଚାଆଲୁ ଥିବା ସମୟରେ ନ ପଚାରି ବିଦୁତ୍ କାଟି ଦେଇଥିଲେ ଗ୍ରାମବାସି କହିବା ଅନୁସାରେ ଗରମ ଦିନ ଆସୁଛି ଆଉ ବିଦ୍ୟୁତ୍ କାଟିବାଜଗୁ ଆମ ଫସଲ ନସ୍ଟ ହେଇ ଜାଉଛି ବୋର୍ ଚାଲିପାରୁନଥିବାରୁ ବାଡିରେ ପାନି ଦେଇପାରୁନଥିବା ଅଭିଜଗ ଆନିତିଳେ ଗ୍ରାମବାସି ଉମରକୋଟ ରୁ ଦୀପଙ୍କର ଡାକୁଆ ଙ୍କ ରିପୋର୍ଟ
