*ଖରୀଆର ରୋଡ ମହୋତ୍ସବ ୨୦୨୬ ଅତିଥି ରୂପେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଓଡ଼ିଶା ବାଚସ୍ପତି ଓ ବିଜେପି ରାଜ୍ୟ ସଭାପିତ ଙ୍କୁ ନିମନ୍ତ୍ରଣ, ଆସିବା ନେଇ ସହମତି ପ୍ରକାଶ, ଭବ୍ୟ ଓ ଦିବ୍ୟ ଆୟୋଜନ ନେଇ ପାଳନ କମିଟି ପ୍ରସ୍ତୁତି*।
ନୂଆପଡା (ମିଖାଏଲ ନନ୍ଦ)
ତା:୧୮.୦୨.
ନୂଆପଡ଼ା ଜିଲ୍ଲା ର ଏକ ସୀମାନ୍ତ ସହର ଖରୀଆର ରୋଡ ତାର ଲୋକ ମହୋତ୍ସବ ୨୦୨୬ ପାଳନ ନେଇ ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଅତିଥି ରୂପେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ବାଚସ୍ପତି ସୁରମା ପାଢ଼ୀ ଓ ବିଜେପି ରାଜ୍ୟ ସଭାପିତ ମନମୋହନ ସାମଲ ଙ୍କୁ ନିମନ୍ତ୍ରଣ କରିଥିଲେ। ଉଭୟ ଅତିଥି ଆସିବା ନେଇ ସହମତି ପ୍ରକାଶ, ଭବ୍ୟ ଓ ଦିବ୍ୟ ଆୟୋଜନ ନେଇ ପାଳନ କମିଟି ପ୍ରସ୍ତୁତି ରେ ସମସ୍ତେ ବ୍ୟସ୍ତ। ଏହି ଅବସରରେ ନୂଆପଡ଼ା ବିଧାୟକ ଜୟ ଭାଇ ଢୋଲକିଆ ମଧ୍ୟ ଉପସ୍ଥିତ ରହିଥିଲେ। ଆସନ୍ତା ୨୦ ଫେବୃଆରୀ ୨୩ ଫେବୃଆରୀ ଅନୁଷ୍ଠିତ ହେବ।ଷ୍ଟାର ରାତ୍ରି ରେ ପଲକ୍ ମୁଛଲ୍ ଙ୍କ ସଙ୍ଗୀତ ରେ ବିଭୋର ହେବେ ଜନତା।
