କୋରାପୁଟ, l/15/02/
କୋରାପୁଟ ରେ ଜାଗର ଅନୁଷ୍ଠିତ l
ଆଜି କୋରାପୁଟ ଜିଲ୍ଲା ର ସମସ୍ତ ଶିଵ ପୀଠ ରେ ଜାଗର ଅନୁଷ୍ଠିତ ହୋଇଯାଇଛି l ଆଜି ସକାଳୁ ଶ୍ରଦ୍ଧାଳୁ ଭକ୍ତ ଗଣ ଶିଵ ମନ୍ଦିର ଗୁଡିକୁ ଯାଇ ରୀତିନୀତି ଅନୁସାରେ ପୁକା ଅର୍ଚନା କରିବା ସହ ଜଗତ ର କଲ୍ୟାଣ ପାଇଁ ଭଗବାନ ଶିଵ ଙ୍କର ନିକଟରେ ପ୍ରାର୍ଥନା କରିଥିଲେ l କିଏ ଉପବାସ କରିଥିଲେ ତ ପୁଣି ଆଉ କିଏ ଶିଵ ଲିଙ୍ଗ ରେ ପାଣି ଚଢ଼ାଉ ଥିଲା ସହର ମଧ୍ୟ୍ୟ ରେ ଥିବା ସମସ୍ତ ଶିଵ ମନ୍ଦିର ରେ ଆଜି ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳିଥିଲା l
କୋରାପୁଟ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
