**ନୂଆପଡ଼ା ଖଡିଆର ରୋଡ ୧୨ ନୁମ୍ବର ୱାର୍ଡ ପୌର ପରିଷଦ ପ୍ରଶାସନ, ଏବଂ ବର୍ତ୍ତନ ବ୍ୟାଙ୍କ ଉଦଘାଟନ **
ନୂଆପଡା(ମିଖାଏଲ ନନ୍ଦ)
ତା:୧୦/୦୨
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖରିଆର ରୋଡ ୱାର୍ଡ଼ ନୁମ୍ବର ୧୨ରେ ପୌର ପରିଷଦ ପ୍ରଶାସନ, ଅଭିଯୋଗ ଶୁଣାଣୀ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ମୋଟ୬୦ ଟି ଅଭିଯୋଗ ଆସିଥିଲା। ଲୋକଙ୍କୁ ବସ୍ ପାସ୍ ୨ ଜଣ ଙ୍କୁ ଦିଆ ଗଲା। ଦୁଇ ଜଣ ଦିବ୍ୟାଙ୍ଗ ସାଇକେଲ ଦିଆଗଲା। ଦୁଇ ଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ କରି ଥିବା ଗୃହ ପ୍ରବେଶ କରାଯାଇଥିଲା। ବିଭିନ୍ନ କଲ୍ୟାଣ ଯୋଜନା ଲୋକ ମାନଙ୍କ ହିତ କରିବା ଉଦ୍ୟମ ଓ ସମାଧାନ କରିବା ପାଇଁ ନିଷ୍ପତ୍ତି ନିୟାଯାଇଥିଲା। ଆଜି ପୌର ପ୍ରଶାସନ ରେ ଖରିଆର ରୋଡ ୱାର୍ଡ଼ ନୁମ୍ବର ୧୨ ର କାଉନସିଲର ଶେଖର ଜୈନ, ଖରିଆର ରୋଡ ଏନଏସି ଚିଆରମେନ ମାଡାମ ଡ୍ର. ସୋନିଆ ଜୈନ,ଉପ ଚିୟାରମ୍ୟାନ ନିଶାନ୍ତ ଡାଗା, ଇଓ କମଳାସନ ରଥ ସାର ଏବଂ ବିଜ୍ଞାପିତ ପରିଷଦ ର ଅନ୍ୟାନ୍ୟ ସହଯୋଗୀ କର୍ମଚାରୀ, ମାନେ ଉପସ୍ଥିତ ଥିଲେ। ଏହି ପୌରପାରିଷଦ ଏନଏସି ଜେଇ, TPWODL ଏଇ,, PHD, ମେଡିକାଲ supervisor ଗୋବର୍ଦ୍ଧନ ଯୋଷୀ sir ଆଉ ଅନ୍ୟାନ କର୍ମଚାରୀ ଉପସ୍ଥିତ ଥିଲେ। ବର୍ତନ ବ୍ୟାଙ୍କ ମଧ୍ୟ ଉଦଘାଟନ କରା ଯାଇଥିଲା। ଏହା ଦ୍ଵାରା ଜନ ସାଧାରଣ ଉପକାର ପାଇ ପାରିବେ। ପୌର ପରିଷଦ ରେ ସମସ୍ୟା ସମାଧାନ ପ୍ରଥମ ଲକ୍ଷ ବୋଲି କହିଥିଲେ।
