ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟନ
ବାଲିଗୁଡା ,୮.୨( ନିପ୍ର) ଗିରିଧାରୀ ମହାରଣା ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟନ ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ର , ଛାତ୍ରୀଙ୍କ ସାଂସ୍କୃତିକ କାର୍ଯକ୍ରମ ସହ ଓଡ଼ିଶୀ ନୃତ୍ୟ ସୁଦ୍ଧା ଭୁବନେଶ୍ୱର ଦ୍ଵାରା ପରିବେଷଣ ହୋଇଥିଲା ।ଏହି ପରି ଭାବରେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯକ୍ରମ ହୋଇଥିଲା ।ଏହି ଭିତରେ ବାଲିଗୁଡାରେ ଜିଲ୍ଲାପାଳ ଦେବ ଭୂଷଣ ମୁଖ୍ୟ ଅତିଥି ଭାବେ ପହଞ୍ଚି ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉପଜିଲ୍ଲାପାଳ ପ୍ରଣତୀ ଦାସ ,ଆଇଟିଡିଏ ପିଏ କୃପାସିନ୍ଧୁ ବେହେରା , ସିଡିପିଓ ଶମ୍ଭୁନାଥ ନନ୍ଦି,
ଡିଏସବ୍ଳଭ୍ଯ ସ୍ନେହଲତା ସାହୁ , ଅକ୍ଷୟ ମଲ୍ଲିକ ବିଡ଼ିଓ,ତହସିଲଦାର ଦିପ୍ତିପ୍ରକାଶ ଉପସ୍ଥିତ ଥିଲେ । ଏହି ଉଦ୍ଘାଟନ ଉତ୍ସବରେ ।
