*ନୂଆପଡ଼ା ଜିଲ୍ଲା ପ୍ରମୁଖ ସହର ଖଡିଆଳ ଥାନା ଛକ ଠାରେ ଟ୍ରାଫିକ ଲାଇଟ୍ ବ୍ୟବସ୍ଥା ଆରମ୍ଭ, ବହୁ ପ୍ରତୀକ୍ଷିତ ଦାବୀ ପୂରଣ, ଯାତାୟତ ସେବା ଟ୍ରାଫିକ ନିୟମ ଅନୁଯାୟୀ ହେବା ନିୟନ୍ତ୍ରଣ*
ନୂଆପଡା(ମିଖାଏଲ ନନ୍ଦ)
ତା:୩୧.୦୧.
ନୂଆପଡ଼ା ଜିଲ୍ଲା ପ୍ରମୁଖ ସହର ଖଡିଆଳ ଥାନା ଛକ ବା ଅନୁପ ସିଂ ଦେଓ ଛକ ଠାରେ ଟ୍ରାଫିକ ଲାଇଟ୍ ବ୍ୟବସ୍ଥା ଆରମ୍ଭ ହେବା ନେଇ ଲାଇଟ୍ ଖଞ୍ଜା ଯାଉଅଛି। ବହୁ ପ୍ରତୀକ୍ଷିତ ଦାବୀ ପୂରଣ ହେବା ପରେ ସବୁଜ, ହଳଦିଆ ଏବଂ ନାଲି ଲାଇଟ୍ ବ୍ୟବସ୍ଥା ଏଣିକି ଖଡିଆଳ ସହର ରେ ମଧ୍ୟ ଦେଖାଯିବ। ପୂର୍ବ ରୁ ବହି ଏବଂ ପାଠ୍ୟ ପୁସ୍ତକ ରେ ଯିବା, ରହିବା ଏବଂ ଅଟକିବା ପାଇଁ ସଙ୍କେତ ଲାଇଟ୍ ଅଧ୍ୟୟନ କରିଥିଲେ। ଏହି ଯାତାୟତ ସେବା ଟ୍ରାଫିକ ନିୟମ ଅନୁଯାୟୀ ହେବା ନିୟନ୍ତ୍ରଣ ହେବ। ଆଜି ଖଡିଆଳ ପ୍ରକୃତ ରେ ଗୋଟିଏ ସହର ଭଳି ଦେଖାଯିବ।ଅଞ୍ଚଳ ବାସୀଙ୍କ ତରଫ ରୁ ପ୍ରଶାସନ ଙ୍କୁ ଅନେକ ସାଧୁବାଦ୍।
