କୋରାପୁଟ /ତା/30/01/2026
ଜାତିର ପିତା ମହାତ୍ମଗାନ୍ଧୀଙ୍କ ବଳିଦାନ ଦିବସ ପାଳିତ l
ଆଜି କୋରାପୁଟ ଜିଲ୍ଲାପ୍ରଶାସନ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ବଳିଦାନ ଦିବସ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କ ଠାରେ ପାଳନ କରିଛି ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ପୁଷମାଲ୍ୟ ଅର୍ପଣ କରିବାସହ ଅନ୍ୟ ନିମନ୍ତ୍ରିତ ଅତିଥିମାନେ ବି ଯୋଗଦେଇ ପୁଷମାଲ୍ୟ ଅର୍ପଣ କରିଥିଲେ ଓ ପରେ ତାଙ୍କର ସୂଂମୂର୍ତ୍ତି ଚlରଣ କରିଥିଲେ ଓ ପରେ ଜିଲାପାଳ ଙ୍କ ଅଫିସ ପ୍ରାଙ୍ଗଣରେ ରେ ଏକ ନିରବ ପ୍ରାର୍ଥନା ବି କରାଯାଇଥିଲା l ଜିଲ୍ଲା ସୂଚନା ଓଲୋକ ସଂପର୍କ କାଯ୍ୟlଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମସ୍ତ କାଯ୍ୟ କୁ ପରିଚାଳନା କରିଥିଲେ l
କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର
