ବିକାଶ ର ଅଧା ପନ୍ତିରିଆ ରେ ପଡ଼ିରହିଛି ମହାବୀରୋଡ଼ ମହାବିଦ୍ୟାଳୟ।
ପରଜଙ୍ଗ : ୩୦|୦୧ (ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ଼ ମହା ବିଦ୍ୟାଳୟ ଏହି କଲେଜ ରୁ ଅନେକ କୁର୍ତ୍ତୀ ଛାତ୍ର ଛାତ୍ରୀ ପାଠ୍ୟ ଅଧୟନ କରି ରାଜ୍ୟ ଏବଂ ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ବିଭିର୍ଣ୍ଣ ସମୟରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ଲାଗିବା ସହିତ ଗର୍ବ ମନେ ହୁଏ । ଦୁଃଖର ବିଷୟ ଏହି କଲେଜ ରେ ନା ଅଛି ଛାତ୍ରୀ କୋମନ ରୋମ ନା ଅଛି ଭଲ ଟୟ ଲେଟ। ସାଙ୍ଗକୁ ଦୀର୍ଘ ଦିନ ହେବ ଅଧା ପନ୍ତିରିଆ ଭାବରେ ପଡ଼ିରହିଛି ବାଉଣ୍ଡ୍ରି ୱାଲ ସହିତ ଖେଳ ପଡିଆ। କିପରି ଏହି କଲେଜ ର ବିକାଶ ହେବ ସ୍ଥାନୀୟ ବିଧାୟକ, ସରପଞ୍ଚ, ଗୋଷ୍ଟି ଅଧିକାରୀ ଓ ଜିଲ୍ଲାପାଳ ତୁରନ୍ତ ଏହାର ସମାଧାନ କରିବାକୁ ଅଞ୍ଚଳ ବାସୀ ଦାବି କରିଛନ୍ତି।
