ରେଢ଼ାଖୋଲ ଭୀମ ଭୋଇ ଲୋକମୋହତ୍ସବ ଉଦଘାଟିତ :- ସମ୍ବଲପୁର ରେଢ଼ାଖୋଲ (ଭଂଜଦୂତ )ଅଦ୍ୟ ତା :-୨୯/୧/୨୬ଗୁରୁବାର ଅପରାହ୍ନ ୩ଟା ସମୟ ରେ ପଞ୍ଚଖଣ୍ଡା ପୂଜା ପଦ୍ଧତି ପରେ ରେଢ଼ାଖୋଲ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ରଶ୍ମିରଂଜନ ମହନ୍ତ ଙ୍କ ହସ୍ତରେ ମଶାଲ ଅଗ୍ନି ସଂଯୋଗ କରାଯାଇ ଶୋଭାଯାତ୍ରା ଆରମ୍ଭ ହୋଇଯାଇଛି /ସନ୍ଥ କବି ଭୀମଭୋଇ ଙ୍କର ପ୍ରତିମୂର୍ତ୍ତି ରେ ମାଲ୍ୟପ୍ରାଣ କରାଗଲା /ଶୋଭାଯାତ୍ରା ରେ ଦୂଲଦୁଲି, ଦଣ୍ଡ ନୃତ୍ୟ, ଖଞ୍ଜଣୀ ଓ ନାମ ସଂକ୍ରିତନ ବିରାଟ ପଟୁଆର ରେ କଦମ୍ବ ପଡିଆ ର ଭୀମଭୋଇ କଳା ମଣ୍ଡପ ରେ ପହଂଚି ଥିଲେ /ଏହା ପରେ ଉପଜିଲ୍ଲାପାଳ ପ୍ରଭୁ ଜଗନ୍ନାଥ ଙ୍କ ସ ମ୍ବୁଖରେ ମଶାଲ ପ୍ରତିସ୍ଥାପାନ କରିଥିଲେ /ଶୋଭାଯାତ୍ରା ରେ ଉପଖଣ୍ଡ ର ମାନ୍ୟ ଗଣ୍ୟ ବ୍ୟକ୍ତି ରାଜନୀତି କ ବ୍ୟକ୍ତି ବହୁ ସାଧୂସନ୍ଥ, ସାଧାରଣ ଜନତା ଓ ସରକାରୀ କର୍ମଚାରୀ ଯୋଗ ଦେଇଥିଲେ /ସନ୍ଧ୍ୟା ୬ଘଟିକା ସମୟ ରେ ପ୍ରଭୁ ଜଗନ୍ନାଥ ଓ ପଞ୍ଚ ଖଣ୍ଡା ଙ୍କ ନିକଟରେ ଧୂପଦୀପ ପ୍ରଜଜ୍ଵଳନ ପରେ ରେବନ କାଟି ଉପଜିଲ୍ଲାପା ଳ ମୋହତ୍ସବକୂ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ /ଏହାପରେ ମଞ୍ଚ ରେ ରେଢ଼ାଖୋଲ ଓ ନାକଟିଦେଉଳ ର ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ ଓ ସୁରୂପା ରାଣୀ ସାହୁ, ବିଜ୍ଞା ପିତ ପରିଷଦ ର ଅଧ୍ୟକ୍ଷ, ଆନଂଦ ବାବା ଓ ସାଧୁ ସନ୍ଥ ଙ୍କୁ ଉପ କଉଢନ ଫୁଲଚାର ଦେଇ ସମର୍ଦ୍ଧିତ କରାଯାଇଥିଲା /ସମସ୍ତ ଅତିଥି ଲୋକ ମୋହତ୍ସବର ଅଧ୍ୟକ୍ଷ ଉପଜିଲ୍ଲାପାଳ ସରକାରୀ କର୍ମଚାରୀ ଓ ପୋଲିସ ପ୍ରଶାସନ ଙ୍କୁ ଭୂୟାଁସୀ ପ୍ରଂଶସା କରି ଦୀର୍ଘାୟୁ କାମନା କରିଥିଲେ /ଏହାପରେ ପ୍ରଣାମ ନୃତ୍ୟ ରେଢ଼ାଖୋଲ ର ଲକି କଳାକାର, ଶ୍ରୀ ଜଗନ୍ନାଥ ପ୍ରାଣମି ନୃତ୍ୟ, ସମ୍ବଲପୁରୀ ନୃତ୍ୟ କିସିଣ୍ଡା HSS ଦ୍ୱରା, ଡାଲଖାଇ ନାଚ ମୋଚିବାହାଲ ଦ୍ୱରା ପରି ବେଷଣକରଯାଇଥିଲା/ଶେଷରେ ସମସ୍ତ କଳାକାର, ନୃତ୍ୟ ଶିଳ୍ପୀଓ NAC କାଉଁସିଲର ମାନଙ୍କୁ ଟ୍ର୍ରଫି, ଫୁଲଚାର ସହିତ ସମର୍ଦ୍ଧିତ କରାଯାଇଥିଲା /
