ଦଶରଥପୁର(ଭଞ୍ଜଦୂତ:ନି.ପ୍ର)
ରିପୋର୍ଟର-ମାନସ କୁମାର ସାହୁ
ଛାତ୍ର ସାଇପ୍ରସାଦ ଙ୍କ କୃତିତ୍ୱ-
ଦଶରଥପୁର ବ୍ଲକ୍ ଅନ୍ତର୍ଗତ ଥାଲୁକୁଡ଼ି ଗ୍ରାମର ମନୋଜ କୁମାର ରାୟ ଙ୍କ ଜ୍ୟେଷ୍ଠପୁତ୍ର ସାଇ ପ୍ରସାଦ ରାୟ ବିଞ୍ଝାରପୁର ଅଞ୍ଚଳରେ ହୋଇଥିବା ପୁସ୍ତକ ମେଳା ଓ ଯାଜପୁର ଠାରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ. ସାଇ ପ୍ରସାଦ ମଙ୍ଗଳପୁର ସ୍ଥିତ ସରକାରୀ ମହତାବ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ଅଧ୍ୟୟନରତ.ସାଇ ଙ୍କ କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶଂସା କରିଥିଲେ.
