*ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ପରିସର ମଧ୍ୟରେ ମାଷ୍ଟର ସ୍ବେଛାସେବୀ ଙ୍କ ତାଲିମ ଶିବିର ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ)
ତା:୦୯.୦୧.
ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ପଥ ପ୍ରାନ୍ତ ସୁବିଧା କେନ୍ଦ୍ର ପରିସର ମଧ୍ୟରେ ମାଷ୍ଟର ସ୍ବେଛାସେବୀ ଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ଟି ୭ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ବେଳେ ଗତ ୭ ତାରିଖ ରେ ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୧୩ ତାରିଖ ରେ ସମାପନ ହେବ। ନିଶା ମୁକ୍ତ ଭାରତ ଅଭିଯାନରେ ଭାରତ ରୁ ସମ୍ପୂର୍ଣ ନିଶା ମୁକ୍ତ ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ କରିଥିଲେ। ନିଶା ଦ୍ବାରା ଯୁବ ପୀଢ଼ି ଙ୍କୁ ଦୂରରେ ରଖିବାକୁ ଆହ୍ବାନ ଦେଇଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧନେଶ୍ୱର ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବିଘନେଶ ଘୋଷ, ଯୋଗ ଦେଇଥିବା ବେଳେ ବିଭିନ୍ନ ପ୍ରାନ୍ତ ରୁ ଯୋଗ ଗୁରୁ ସ୍ଵେଚ୍ଛାସେବୀ ମାନେ ଯୋଗ ଦେଇ ତାଲିମ୍ ଗ୍ରହଣ କାରିଥିଲେ।
