*ସମାଜ ରେ ଅବହେଳିତ ବ୍ୟକ୍ତି ଙ୍କୁ ସହାୟତା କରିବା ପ୍ରକୃତ ରେ ମାନବ ସେବା, ଜିଲ୍ଲା ରେ ଶୀତ ଲହରୀ ଜାରିଥିବା ବେଳେ ଶୀତ ବସ୍ତ୍ର ପ୍ରଦାନ ସେବାର ଉଚ୍ଚ ଆଭିମୁଖ୍ୟ ଅଟେ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୬.୦୧.
ନୂଆପଡ଼ା ଜିଲ୍ଲା ଖଡିଆଳ ସହର ଓ ପାଖାପାଖି ଅଞ୍ଚଳ ରେ ଶିତ ବସ୍ତ୍ର ପ୍ରଦାନ କରିଛନ୍ତି। ସମାଜସେବୀ ବିନୋଦ ବିହାରି ପାଢୀ ଆବଶ୍ୟକ ଥିବା ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଛନ୍ତି। ସମାଜ ରେ ଅବହେଳିତ ବ୍ୟକ୍ତି ଙ୍କୁ ସହାୟତା କରିବା ପ୍ରକୃତ ରେ ମାନବ ସେବା ଅଟେ। ଜିଲ୍ଲା ରେ ଶୀତ ଲହରୀ ଜାରି ରହିଥିବା ବେଳେ ଶୀତ ବସ୍ତ୍ର ପ୍ରଦାନ କରି ଲୋକଙ୍କୁ ଆସ୍ୱସ୍ତ କରିବାର ପ୍ରୟାସ ମାତ୍ର ଅଟେ। ଆଜି ଖଡିଆଳ ସହର ର ଗାନ୍ଧୀ ନଗର, ପଟେଲ ପଡ଼ା ଏବଂ ବିଜେପୁର ରେ ଦଳିତ୍, ଆଦିବାସୀ ଓ ପଛୁଆ ବର୍ଗ ବ୍ୟକ୍ତିଙ୍କୁ କମଲ ବଣ୍ଟନ କରିଛନ୍ତି।
