ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ତାଲୁଗୁ ପଡା ଗ୍ରାମ ରେ ଭାରତୀୟ ଜନତା ପାଟି ତରଫରୁ ନୂତନ ବର୍ଷ ଅବସରରେ ବିଜେପି ଦଳ ର ବହୁ କାଯ୍ୟ କର୍ତ୍ତା ଏବଂ ବହୁ ମାନ୍ୟ ଗାନ୍ୟ ବେକ୍ତି ଯୋଗଦାନ କରିଥିଲେ ନୁଆଁ ବର୍ଷ ପାଳନ ସହିତ ବନ୍ଧୁ ମିଳନ ହୋଇଥିଲା ଏଥିରେ ମୁଖ୍ୟ ବକ୍ତା ଶ୍ରୀ ଯୁକ୍ତ ରାମ ଚନ୍ଦ୍ର ନାୟକ ସୁଶାନ୍ତ ସାମଲ ସମସ୍ତ କାର୍ଯ୍ୟ କର୍ତ୍ତା ଆଗାମୀ ନିର୍ଵାଚନ କିଭଳି ପଞ୍ଚାୟତ ଦଖଲ କରିବେ ତାହା ସହିତ ଅବହେଳିତ ନ୍ସକ୍ସିତ ପଛୁଆ ବର୍ଗ ଲୋକ ମାନେ କିଭଳି ସରକାର ଙ୍କ ଉର୍ନତି ମୂଳକ ଯୋଜନ ରେ ଲାଭ ବାନ ହେବେ କେମିତି ଠିକ ଭାବେ ପାଇ ପାରିବେ ଆଲୋଚନାର ମୁଖ୍ୟ କାରଣ ଥିଲା ତାହା ସହିତ ଯେଉଁ ମାନେ ଦୁର୍ନୀତି କରୁ ଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ତା ସହିତ କାର୍ଯ୍ୟ ଅନୁଷ୍ଠାନ ନିଆଯିବ ଆମର ସଂକଳ୍ପ ନିଆଯାଇଥିଲା
