ଲୁଟି ନେଇଗଲେ atm
ଆଜ୍ଞା ହଁ ଆମେ କହୁଛୁ ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅନ୍ତର୍ଗତ ମାଇନ୍ଦା ରେ ଥିବା HDFC atm କଥା ଯେଉଁଠି ଆଜି ରାତ୍ରି ପ୍ରାୟ 2 ଟା ସମୟ ରେ ଏକ ରାକେଟ atm କୁ ତାଡି ନେଇଯାଇଛନ୍ତି ଏବଂ atm ଟି କୁ ସେଠାରେ ଥିବା ଏକ ମାଲ୍ ବୋହିବା ଅଟୋ ଉପରେ ରଖି ହାତରେ ଧକା ଦେଇ ଏକ ବିଲ ମଝିରେ ଲୁଟି ନେଇଛନ୍ତି ପ୍ରାୟ 5 ଲକ୍ଷ୍ୟ ରୁ ଅଧିକ ଟଙ୍କା ଉକ୍ତ ଘଟଣା ର ଖବର ପାଇ ବିଂଝାରପୁର ପୋଲିସ ଘଟଣା ସ୍ଥଳେ ପହଞ୍ଚି ଛାନବିନ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳ ରେ ଆସି ଯାଜପୁର ଜିଲ୍ଲା sdpo ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମାଝୀ ପହଞ୍ଚିଥିଲେ ଏବଂ ଏହା ମଧ୍ୟ ଆସୋଶନା ଦେଇଛନ୍ତି କି ଉକ୍ତ ରାକେଟ କୁ ଯଥା ଶୀଘ୍ର ଗିରଫ କୁ ନେବେ
ସୁମିତ ମହାନ୍ତି ଙ୍କ ରେପୋର୍ଟ
