*ଚିନ୍ଦାଗୁଡା ଧନୁଯାତ୍ରା ମହୋତ୍ସବ ପାଳନ କମିଟି ବୈଠକ ଓ କର୍ମକର୍ତା ଚୟନ ୨୦୨୬*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ କଲା ସାହିତ୍ୟ ସଂସ୍କୃତି ସମ୍ପନ୍ନ ଚିନ୍ଦାଗୁଡା ଗାଁରେ ହେବାକୁ ଥିବା ଧନୁଯାତ୍ରା ମହୋତ୍ସବ ପାଇଁ କମିଟି ଚୟନ ଓ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଜାନୁଆରୀ ଦ୍ଵିତୀୟ ସପ୍ତାହ ରେ ହେବ 13ତମ ଧନୁଯାତ୍ରା ମହୋତ୍ସବ lଏହି ବୈଠକ ରେ ସଭାପତି କ୍ଷେତ୍ର ମୋହନ ଦୁରିଆ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଧନୁଯାତ୍ରା ମହୋତ୍ସବ ପାଳନ କମିଟି ଗଠନ କରାଯାଇଥିଲା ମହୋତ୍ସବ ପାଳନ କମିଟି ସଭାପତି ଭାବରେ କ୍ଷେତ୍ର ମୋହନ ଦୁରିଆ ଉପ ସଭାପତି ସନ୍ତୋଷ କୁମାର ବିଶି ସମ୍ପାଦକ ସୁନୀଲ କୁମାର ମାଝୀ, ସହ ସମ୍ପାଦକ ଯତୀନ୍ଦ୍ର କୁମାର ବିଶି, ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର ରଣା,କୋଷାଧକ୍ଷ ଜଗସନ ମାଝୀ,ଆବାହକ ଉଗ୍ରେ ରଣା,ସଂସ୍କୃତି ଆବାହକ ହେମନ୍ତ କୁମାର ମାଝୀ, ସଂସ୍କୃତି ସମ୍ପାଦକ ଭୁବନେଶ୍ୱର ବିଶି,ଦେବେନ୍ଦ୍ର ମାଝୀ, ଚୁମନ ଲାଲ ବାଗ,ଟଙ୍କାଧର ପଟେଲ ଅତିଥି ଅଭ୍ୟର୍ଥନା ଆବାହକ ପିଙ୍ଗଳ ମାଝୀ,ଅଭ୍ୟର୍ଥନା ସମ୍ପାଦକ ବିଶ୍ଵମ୍ବର ଜଗତ( ସାନ ),ଟୁନା ଦୁରିଆ, ଶିବ ଶଙ୍କର,ପୂର୍ଣ୍ଣ ଚନ୍ଦ୍ର ରଣା,ପ୍ରଚାର ପ୍ରସାର କମିଟି ର ସଭାପତି ଦେବାନନ୍ଦ ତାଣ୍ଡି ସମ୍ପାଦକ ମୋହନ ଲାଲ ଦୀପ..
ଉପଦେଷ୍ଟା ମଣ୍ଡଳୀ,ପଞ୍ଚାନନ ମାଝୀ,ବିଶ୍ୱାମିତ୍ର ବିଶି, ରଥ ମାଝୀ, ଭୁବନ ପଟେଲ,ଭକ୍ତ ରାମ ଦୁରିଆ, ସୁବାଷ ରଣା,ଲଷ୍ମୀ ନାରାୟଣ ବିଶି,ଜଗବନ୍ଧୁ,ନନ୍ଦ କିଶୋର, ପଦ୍ମନ ତାଣ୍ଡି, ଶ୍ରୀ ଧର ଚୟନ କରାଯାଇଥିଲା ଆଜିର କାର୍ଯ୍ୟକ୍ରମ ରେ ଧନୁଯାତ୍ରା ମହୋତ୍ସବ ପାଳନ କମିଟି ର ଚିନ୍ଦାଗୁଡା ଏବଂ ଦମାପଲ ଦୁଇ ଗୋଟି ଗ୍ରାମ ବାସୀ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।
